Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

November 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

ଭୁବନେଶ୍ଵର: ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ (Braj Mohan Ram) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବେ ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ ଏବଂ ଅକ୍ଟୋବର ୧୮ ତାରିଖରେ ଶପଥ ନେଇଥିଲେ।

ସେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ବାସିନ୍ଦା ଏବଂ ବିଜେପିର ୩ ଥର ସାଂସଦ ଥିଲେ। ପୂର୍ବ ରାଜ୍ୟପାଳ ହରି ବାବୁ କମ୍ଭମପଟିଙ୍କ ସ୍ଥାନରେ ସେ ନିଯୁକ୍ତ ହୋଇଛନ୍ତି।

ଗତ ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱର ଜଟଣୀରେ RBI ର ନୂଆ Data Centre ଉଦଘାଟନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେ ମଞ୍ଚରେ ଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ‘X’ ରେ ତାଙ୍କ ସାକ୍ଷାତ ବିଷୟରେ ପୋଷ୍ଟ କରିଛନ୍ତି।

Braj Mohan Ram ବ୍ରଜମୋହନ ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026

ଦୀର୍ଘ ସମୟ ନାଇଟ୍‌ ଶିଫ୍ଟ କରୁଛନ୍ତି କି ? ଏହା ହୃଦୟ ପାଇଁ କେତେ ବିପଦଜନକ, ଜାଣନ୍ତୁ

November 23, 2026

ଭାରତର ତୃତୀୟ ‘ବର୍ନ କେୟାର ଟ୍ରେନିଂ ସେଣ୍ଟର’ ଭାବେ ମନୋନୀତ ହେଲା ଭୁବନେଶ୍ୱର ଏମ୍ସ

November 23, 2026

୪୯.୬୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାର କରିଛି ମୋଦୀ ସରକାରଙ୍କ ନୀତି: ବିଶ୍ୱବ୍ୟାଙ୍କ ରିପୋର୍ଟ

November 23, 2026
Latest News

ଏନଡିଆରଏଫର ଦ୍ୱାଦଶ ବାଟାଲିଅନ୍ କ୍ୟାମ୍ପସକୁ ଉଦଘାଟନ କଲେ ଅମିତ ଶାହ

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.