Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେବୃଆରୀ ୧୬ରୁ CBSE ବୋର୍ଡ ପରୀକ୍ଷା, ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟସିଟ୍; ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଆଜିର ଖବର

ଫେବୃଆରୀ ୧୬ରୁ CBSE ବୋର୍ଡ ପରୀକ୍ଷା, ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟସିଟ୍; ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

November 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୭କୁ ନେଇ ବଡ଼ ଘୋଷଣା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଆଗାମୀ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା। ପରୀକ୍ଷା ଆରମ୍ଭ ହେବାର ୧୦୧ ଦିନ ପୂର୍ବରୁ ବୋର୍ଡ ପକ୍ଷରୁ ଡେଟସିଟ୍ ପ୍ରକାଶ ପାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ମିଳିବ।

ପ୍ରକାଶିତ ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ମୋଟ ୮୩ଟି ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୧୨୧ଟି ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ତେଣୁ ପରୀକ୍ଷାର୍ଥୀମାନେ ନିଜ ନିଜ ବିଷୟ ଅନୁଯାୟୀ ପ୍ରସ୍ତୁତି ଯୋଜନା କରିପାରିବେ।

CBSEର ଅଫିସିଆଲ ୱେବସାଇଟ୍ cbse.gov.inରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ସୂଚୀ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ୱେବସାଇଟ୍‌କୁ ଯାଇ ନିଜ ଶ୍ରେଣୀର ଡେଟସିଟ୍ ଡାଉନଲୋଡ୍ କରିପାରିବେ। ପରୀକ୍ଷା ତାରିଖ ଘୋଷଣା ପରେ ଏବେ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତିକୁ ଅଧିକ ଶୃଙ୍ଖଳିତ କରିବାର ସମୟ ଆସିଛି। ଡେଟସିଟ୍ ଅନୁଯାୟୀ ପ୍ରତ୍ୟେକ ବିଷୟ ପାଇଁ ସମୟ ବାଣ୍ଟିବା ସହ ପୁନରାବୃତ୍ତି ଓ ମକ୍ ଟେଷ୍ଟ୍ ଉପରେ ଗୁରୁତ୍ୱ ଦେବା ଜରୁରୀ।

CBSE 12th Exam CBSE Board Exam 2027
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026

କର୍ମଭୂମି ଏକ୍ସପ୍ରେସରେ ଲାଗିଲା ନିଆଁ: ଜଳିଗଲା ୪ ବଗି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

November 6, 2026

କସ୍ତୁରବା ବିଦ୍ୟାଳୟ ଛାତ୍ରୀ ପ୍ରସବ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

November 6, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026

କର୍ମଭୂମି ଏକ୍ସପ୍ରେସରେ ଲାଗିଲା ନିଆଁ: ଜଳିଗଲା ୪ ବଗି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

November 6, 2026

କସ୍ତୁରବା ବିଦ୍ୟାଳୟ ଛାତ୍ରୀ ପ୍ରସବ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

November 6, 2026

ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ: ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.