Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରେଣୀଗୃହରେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ
ଆଜିର ଖବର

ଶ୍ରେଣୀଗୃହରେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

November 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Sudden death of a female student in the classroom
Sudden death of a female student in the classroom

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଜକନିକା କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ଶ୍ରେଣୀଗୃହ ଭିତରେ ହଠାତ୍‌ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ ଟଳିପଡ଼ିଥିଲେ। ତାଙ୍କର ଏପରି ଆକସ୍ମିକ ଅସୁସ୍ଥତା ଦେଖି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶ୍ରେଣୀର ଅନ୍ୟ ସହପାଠୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଉପସ୍ଥିତ ଡାକ୍ତର ଛାତ୍ରୀ ଜଣଙ୍କୁ ସମୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ପରେ ବିଦ୍ୟାଳୟ ପରିସର ସମେତ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀ ଜଣକ କିପରି ଏବଂ କେଉଁ କାରଣରୁ ମୃତ୍ୟୁବରଣ କଲେ, ସେ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ଛାତ୍ରୀ ରାଜକନିକା ଶ୍ରେଣୀଗୃହ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ନୂତନ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ କୈଳାସ ଚନ୍ଦ୍ର ଦାସଙ୍କ ଦାୟିତ୍ଵ ଗ୍ରହଣ

November 9, 2026

ଶ୍ୱାସରୋଗ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

November 9, 2026

ମଦ୍ୟପ କାର୍‌ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ୫୦ ମିଟର ଘୋଷାଡ଼ି ହେଲା ବୁଲେଟ୍‌, ୩ ଗୁରୁତର

November 9, 2026

ରାଜଧାନୀରେ ହାଇପ୍ରୋଫାଇଲ୍ ଗସ୍ତ: ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆସିବେ ଅମିତ ଶାହ

November 9, 2026
Latest News

ଖୋର୍ଦ୍ଧାରେ ନୂତନ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ କୈଳାସ ଚନ୍ଦ୍ର ଦାସଙ୍କ ଦାୟିତ୍ଵ ଗ୍ରହଣ

November 9, 2026

ଶ୍ରେଣୀଗୃହରେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

November 9, 2026

ଶ୍ୱାସରୋଗ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

November 9, 2026

ମଦ୍ୟପ କାର୍‌ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ୫୦ ମିଟର ଘୋଷାଡ଼ି ହେଲା ବୁଲେଟ୍‌, ୩ ଗୁରୁତର

November 9, 2026

ରାଜଧାନୀରେ ହାଇପ୍ରୋଫାଇଲ୍ ଗସ୍ତ: ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆସିବେ ଅମିତ ଶାହ

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.