Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ
ଆଜିର ଖବର

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ

November 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ACF Soumyaranjan death case: Vidyabharati's bail plea rejected

ପାରଳାଖେମୁଣ୍ଡି: ଓଡ଼ିଶାର ଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତା ତଥା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ କୋର୍ଟରୁ ବଡ଼ ଝଟକା ଲାଗିଛି। ଏହି ମାମଲାରେ ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଆବେଦନକୁ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ପାରଳାଖେମୁଣ୍ଡି ଏଡିଜେ ହରପ୍ରସାଦ ପଟ୍ଟନାୟକ ଏହି ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। କୋର୍ଟରେ ଏହି ମାମଲାର ପରିଚାଳନା ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପରିଚାଳନା କରିଥିବାବେଳେ ଏପିପି ସରୋଜ କୁମାର ରଥ ତାଙ୍କୁ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖଠାରୁ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ରହିଆସିଛନ୍ତି। ବର୍ତ୍ତମାନ ସେ ଜେଲର ମହିଳା ୱାର୍ଡରେ ରହିଥିବାବେଳେ, ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳା ଜେଲର ୱାର୍ଡ ନଂ-୩ ଏବଂ ରୋଷେୟା ମନ୍ମଥ କୁମ୍ଭ ୱାର୍ଡ ନଂ-୫ରେ ରହିଛନ୍ତି।

ଏସିଏଫ୍‌ ସୌମ୍ୟରଞ୍ଜନ ବିଦ୍ୟାଭାରତୀ
Share. Facebook Twitter LinkedIn Email WhatsApp Copy Link

Related Posts

IPL-୨୦୨୭ ନିଲାମରେ କେଉଁ ଦଳ ପାଖରେ କେତେ ଟଙ୍କା: ଦେଖନ୍ତୁ ସମସ୍ତ ୧୦ ଫ୍ରାଞ୍ଚାଇଜର ପର୍ସ 

November 18, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଭିଜ୍ଞ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

November 18, 2026

ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ

November 18, 2026

ବାତ୍ୟା ‘ଅକ୍‌ଭାନ୍’: ୧୦୦୦ରୁ ଅଧିକ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ

November 18, 2026
Latest News

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ

November 18, 2026

IPL-୨୦୨୭ ନିଲାମରେ କେଉଁ ଦଳ ପାଖରେ କେତେ ଟଙ୍କା: ଦେଖନ୍ତୁ ସମସ୍ତ ୧୦ ଫ୍ରାଞ୍ଚାଇଜର ପର୍ସ 

November 18, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଭିଜ୍ଞ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

November 18, 2026

ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ

November 18, 2026

ବାତ୍ୟା ‘ଅକ୍‌ଭାନ୍’: ୧୦୦୦ରୁ ଅଧିକ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.