ନୂଆଦିଲ୍ଲୀ: ମଦର ଡେୟରୀ ଏବଂ ଅମୂଲ ପରେ ଗୋକୁଳ ମିଲ୍କ ମଧ୍ୟ ଏବେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଗୋକୁଳ ଡେୟରୀ ମଇଁଷି କ୍ଷୀରର ମୂଲ୍ୟ ଲିଟର ପିଛା ୬ ଟଙ୍କା ଏବଂ ଗାଈ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି।