ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କଟକଠାରେ ବାଲି ଯାତ୍ରା ମହୋତ୍ସବରେ ଯୋଗଦେବେ।
ଆସନ୍ତା ୨୫ ତାରିଖ, ବୁଧବାର ରାଷ୍ଟ୍ରପତି ଭୁବନେଶ୍ୱରଠାରେ ହୋମିଓପାଥୀ ଉପରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।


