Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି 20 କ୍ରିକେଟରୁ ଅବସର ଗ୍ରହଣ କଲେ ମିଥାଲି ରାଜ୍‌
ଆଜିର ଖବର

ଟି 20 କ୍ରିକେଟରୁ ଅବସର ଗ୍ରହଣ କଲେ ମିଥାଲି ରାଜ୍‌

September 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ମହିଳା କ୍ରିକେଟର ତଥା ପୂର୍ବତନ ଅଧିନାୟିକା ମିଥାଲି ରାଜ ଟି 20ରୁ ଅବସର ଗ୍ରହଣ କରିଛନ୍ତି । ଆସନ୍ତା 2021 ମହିଳା ବିଶ୍ବକପ୍‌ ଉପରେ ଧ୍ୟାନ ପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ମିଥାଲି ଅବସର ଗ୍ରହଣ କରିଛନ୍ତି । ଭାରତର ପ୍ରଥମ ଟି20 ଅଧିନାୟିକା ମିଥାଲି ରାଜ୍‌ ଅଧିନାୟିକା ଭାବରେ 32 ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ଏହା ସହିତ ତିନୋଟି ଟି 20 ବିଶ୍ବକପ୍‌ରେ ମିଥାଲି ଅଧିନାୟିକା ଭାବରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । 2006ରେ ଭାରତର ପ୍ରଥମ ଟି 20 ମ୍ୟାଚ୍‌ରେ ଡର୍ବିରେ ଇଂଲଣ୍ଡ ବିପକ୍ଷରୁ କ୍ୟାରିୟର ଆରମ୍ଭ କରିଥିବା ମିଥାଲି ସମୁଦାୟ 88ଟି ଟି20 ମ୍ୟାଚ୍‌ରୁ 2364 ରନ୍‌ ସଂଗ୍ରହ କରିଛନ୍ତି । ମିଥାଲି ମହିଳା କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ୍‌ ହାସଲକାରୀ ରହିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ମଧ୍ୟରେ 6 ନମ୍ବର ସ୍ଥାନରେ ରହିଛନ୍ତି । 37.52 ହାରରେ 2364 ରନ୍‌ ସହିତ ମିଥାଲି 17ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025
Latest News

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025

ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ

September 22, 2025

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.