Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେହମତ ଶାହଙ୍କ ପ୍ରଥମ ଟେଷ୍ଟ ଶତକ : ପ୍ରଥମ ଦିନରେ ଆଫଗାନିସ୍ତାନ 271/5
ଆଜିର ଖବର

ରେହମତ ଶାହଙ୍କ ପ୍ରଥମ ଟେଷ୍ଟ ଶତକ : ପ୍ରଥମ ଦିନରେ ଆଫଗାନିସ୍ତାନ 271/5

September 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ 5 ଓ୍ବିକେଟ୍‌ ହରାଇ 271 ରନ୍‌ ସଂଗ୍ରହ କରିଛି । ଆଫଗାନିସ୍ତାନ ପକ୍ଷରୁ ଏହି ମ୍ୟାଚ୍‌ରେ ରେହମତ ଶାହା ଶତକ ହାସଲ କରିଛନ୍ତି । ପ୍ରଥମ ଆଫଗାନୀ ଖେଳାଳି ଭାବରେ ଟେଷ୍ଟ ଇତିହାସରେ ନିଜ ନାମ ଲିପିବଦ୍ଧ କରିଥିଲେ ରେହମତ ଶାହ । ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ରେହମତ ଶାହ 10 ଚୌକା ଏବଂ 2 ଛକ୍କା ସହାୟତାରେ 102 ରନ୍‌ ସଂଗ୍ରହ କରିଥିବା ବେଳେ ଅସଘର ଆଫଗାନ ଖେଳ ଶେଷ ବେଳକୁ 88 ରନ୍‌ରେ ବ୍ୟାଟିଂ କରୁଛନ୍ତି । ଆଫଗାନିସ୍ତାନ 77 ରନ୍‌ରେ 3ଟି ଓ୍ବିକେଟ୍‌ ହରାଇଥିବା ବେଳେ ଶାହ-ଆଫଗାନ 120 ରନ୍‌ ଯୋଡିଥିଲେ । ଏହାପରେ ମହମ୍ମଦ ନବୀ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ଖେଳ ଶେଷବେଳକୁ ଅଫସର ଜଜାଇ(35) ଏବଂ ଆଫଗାନ(88) ଅବିଭାଜିତ 75 ରନ୍‌ରେ ବ୍ୟାଟିଂ କରୁଛନ୍ତି । ବାଂଲାଦେଶ ପକ୍ଷରୁ ତାଇଜୁଲ୍‌ ଇସଲାମ୍‌ 73/2 ଏବଂ ମହମ୍ମଦୁଲ୍ଲା 3/1 ର ଫିଗର ହାସଲ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025
Latest News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025

ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.