Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଜପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ : ଯୋଗଦେବେ ଆମିକସ୍‌ କ୍ୟୁରୀ ଓ ସଲିସିଟର ଜେନେରାଲ
ଆଜିର ଖବର

ଗଜପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ : ଯୋଗଦେବେ ଆମିକସ୍‌ କ୍ୟୁରୀ ଓ ସଲିସିଟର ଜେନେରାଲ

September 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରତିବାଦରେ ଆଜି ଗଜପତି ମହାରାଜାଙ୍କ ନେତୃତ୍ବରେ ଏକ ବୈଠକ ବସିବ । ଏହି ବୈଠକ ଦିନ 11ଟାରେ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ଆମିକସ୍‌ କ୍ୟୁରୀ ରଣଜିତ କୁମାର ଏବଂ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଯୋଗ ଦେବେ ବୋଲି ଜଣାପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ମାମଲାର ଆମିକସ କ୍ୟୁରୀ ରଣଜିତ କୁମାର ଶୁକ୍ରବାର ଦିନ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଶନିବାର ଦିନ ଶ୍ରୀମନ୍ଦିର ଓ ମେଘନାଦ ପାଚେରୀ ଚତୁଃର୍ପାର୍ଶ୍ବ ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ପକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025
Latest News

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025

ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ

September 22, 2025

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.