Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରଲୋକ
ଆଜିର ଖବର

ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରଲୋକ

September 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ଏବଂ ଏକଛତ୍ରବାଦୀ ଶତକ ରବର୍ଟ ମୁଗାବେଙ୍କ ପରଲୋକ ହୋଇଛି। ସିଙ୍ଗାପୁରକୁ ଚିକିତ୍ସା ପାଇଁ ଯାଇଥିବା ସମୟରେ ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଜିମ୍ବାଓ୍ବେର ବର୍ତ୍ତମାନର ରାଷ୍ଟ୍ରପତି ଏମରସନ୍‌ ମନନଗଗଓ୍ବା ଟ୍ବିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି। ୨୧ ଫେବୃୟାରୀ ୧୯୨୪ ରେ ଜିମ୍ବାଓ୍ବେର ରାଜଧାନୀ ହରାରେରେ ଜନ୍ମ ଗ୍ରହଣ କରିଥିଲେ ମୁଗାବେ। ୧୯୬୦ ରେ ରାଜନୀତିରେ ଯୋଗ ଦାନ ପରେ ୧୯୮୦ ରୁ ଜିମ୍ବାଓ୍ବେର ରାଷ୍ଟ୍ରପତି ପଦବୀରେ ରହିଥିଲେ। ବିଗତ କିଛି ବର୍ଷ ଧରି ଅସୁସ୍ଥ ରହିଥିବା ମୁଗାବେ ସର୍ବଦା ଚିକିତ୍ସା ପାଇଁ ସିଙ୍ଗାପୁର ଯାଉଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଜିମ୍ବାଓ୍ବେର ରାଷ୍ଟ୍ରପତି ରହିଥିବା ମୁଗାବେ କ୍ଷମତା ଲୋଭରେ ଜିମ୍ବାଓ୍ବେର ଅର୍ଥନୀତିକୁ ଦୁର୍ବଳ କରି ଦେଇଥିଲେ। ନଭେମ୍ବର ୨୦୧୭ ରେ କ୍ଷମତାରୁ ଓହରିଥିଲେ ମୁଗାବେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026

ଭାଲେଣ୍ଟାଇନ୍ସ ଡେ’ରେ ସୁନା ଏବଂ ରୂପା ମୂଲ୍ୟ କେତେ?: ଜାଣନ୍ତୁ ଆଜିର ଦର

February 14, 2026

500 କିଲୋମିଟର ପରିସର ଏବଂ କମ ମୂଲ୍ୟ ସହିତ ଲଞ୍ଚ ହେବ Tata Sierra EV: ଜାଣନ୍ତୁ କେବେ?

February 14, 2026
Latest News

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026

ଭାଲେଣ୍ଟାଇନ୍ସ ଡେ’ରେ ସୁନା ଏବଂ ରୂପା ମୂଲ୍ୟ କେତେ?: ଜାଣନ୍ତୁ ଆଜିର ଦର

February 14, 2026

500 କିଲୋମିଟର ପରିସର ଏବଂ କମ ମୂଲ୍ୟ ସହିତ ଲଞ୍ଚ ହେବ Tata Sierra EV: ଜାଣନ୍ତୁ କେବେ?

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.