Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ମୋଟର ଯାନ ଆଇନ୍‌କୁ ନାପସନ୍ଦ କଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ
ଆଜିର ଖବର

ନୂତନ ମୋଟର ଯାନ ଆଇନ୍‌କୁ ନାପସନ୍ଦ କଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

September 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ ଏହି ନିୟମକୁ ବେଶ୍‌ କଡ଼ାକଡି କରାଯାଇଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରୁଛି।  ଏହି ସଂଶୋଧିତ ମୋଟର ଯାନ ଆଇନ୍‌କୁ ନାପସନ୍ଦ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି,“ବାଇକ୍‌ରେ ଗଲେ ଯେତିକି ଫାଇନ୍‌ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତାଠୁ ଅଧିକ ଫାଇନ୍‌ ଦେବାକୁ ପଡ଼ୁଛି। ପୂର୍ବରୁ ଲୋକଙ୍କୁ ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଜଣାଇ ସଚେତନ କରାଇ ଏହି ନିୟମ ଲାଗୁ କରିବା କଥା । ଏହି ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗରିବ ଲୋକ ଆଉ ଗାଡ଼ି ଚଳାଇ ପାରିବେ ନାହିଁ ବୋଲି କହିଛନ୍ତି ସୁଶାନ୍ତ ସିଂ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025
Latest News

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.