Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଷ୍ଠିତ ଓକିଲ ରାମ ଜେଠାମାଳିନୀ ଆଉ ନାହିଁନ୍ତି, 95 ବର୍ଷ ବୟସରେ ପରଲୋକ
ଆଜିର ଖବର

ପ୍ରତିଷ୍ଠିତ ଓକିଲ ରାମ ଜେଠାମାଳିନୀ ଆଉ ନାହିଁନ୍ତି, 95 ବର୍ଷ ବୟସରେ ପରଲୋକ

September 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତର ପ୍ରଖ୍ୟାତ ଓକିଲ ତଥା ପୂର୍ବତ୍ତନ ମନ୍ତ୍ରୀ ରାମ ଜେଠାମାଳିନୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଜି ସକାଳ 7ଟା 45ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ଆଉ ପାଞ୍ଚ ଦିନ ପରେ ଅର୍ଥାତ ସେପ୍ଟମ୍ବର 14 ତାରିଖରେ ତାଙ୍କର 96 ତମ ଜନ୍ମଦିନ ପାଳନ କରିଥାଆନ୍ତେ। ଜେଠାମାଳିନୀ ଦୀର୍ଘ ମାସ ଧରି ବୟସାଧିକ ରୋଗରେ ପିଡିତ ହୋଇ ଘରେ ଚିକିତ୍ସିଚ ହେଉଥିଲେ। ତାଙ୍କ ପୁତ୍ର ମହେଶ ଜେଠାମାଳିନୀଙ୍କ ଅନୁସାରେ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ। 14 ସେପ୍ଟେମ୍ବର 1923ରେ ବମ୍ବେର ଶିଖରପୁରରେ ଜନ୍ମଗ୍ରହଣ କରିଥିବା ରାମ ଜେଠମଲାନୀ 1988ରେ ପ୍ରଥମ ଥ୍ର ପାଇଁ ସାଂସଦ ଭାବରେ ସଂସଦ ପ୍ରବେଶ କରିଥିଲେ । 1980ରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ 1985ରେ କଂଗ୍ରେସର ସୁନୀଲ ଦତ୍ତଙ୍କ ନିକଟରୁ ପରାଜିତ ହୋଇଥିଲେ । 1996ରେ ବାଜପେୟୀ ସରକାରରେ ପ୍ରଥମ ଥର ପାଇଁ ଆଇନ ଓ ନ୍ୟାୟପାଳିକା ବିଭାଗର ମନ୍ତ୍ରୀ ରହିଥିଲେ ଜେଠମଲାନୀ । ଏହାପରେ 1998ରେ ସହରାଞ୍ଚଳ ବିକାଶ ଏବଂ ନିଯୁକ୍ତି ବିଭାଗ ସହିତ ପୁନର୍ବାର 13 ଅକ୍ଟୋବର 1999ରେ ଆଇନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । 1987 ରୁ 1995 ମଧ୍ୟରେ ଜେଠମଲାନୀ ନିଜର ଏକ ରାଜନୈତିକ ଦଳ ପବିତ୍ର ହିନ୍ଦୁସ୍ତାନ କାଝାଗାମ୍‌ ଗଠନ କରିଥିଲେ । 2004ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିପକ୍ଷରେ ସ୍ବାଧୀନ ଭାବରେ ନିର୍ବାଚନ ଲଢି ପରାଜିତ ହୋଇଥିବା ବେଳେ 2010ରେ ବିଜେପି ପକ୍ଷରୁ ରାଜସ୍ଥାନରୁ ରାଜ୍ୟସଭା ଯାଇଥିଲେ ଜେଠମଲାନୀ । 2013ରେ ବିଜେପି ପରିତ୍ୟାଗ କରିବା ସହିତ 2016ରେଆରଜେଡିରେ ଯୋଗ ଦେଇଥିଲେ ଜଷଠମଲାନୀ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025
Latest News

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.