Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ଝୁଣ୍ଟିଲେ ସେରେନା : ବିଆନ୍ସା ଆଣ୍ଡ୍ରିସ୍କୁଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ
ଆଜିର ଖବର

ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ଝୁଣ୍ଟିଲେ ସେରେନା : ବିଆନ୍ସା ଆଣ୍ଡ୍ରିସ୍କୁଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ

September 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶନିବାର ଅନୁଷ୍ଠିତ ୟୁଏସ୍‌ ଓପନ୍‌ ମହିଳା ଫାଇନାଲରେ ବିଜୟୀ ହୋଇ ଟାଇଟଲ୍‌ ହାସଲ କରିଛନ୍ତି ବିଆନ୍ସା ଆଣ୍ଡ୍ରିସ୍‌ । 24 ତମ ଗ୍ରାଣ୍ଡ ସ୍ଲାମ ମୁକାବିଲା ଲକ୍ଷ୍ୟରେ ଥିବା ସେରେନା ସିଧାସଳଖ ସେଟ୍‌ରେ ବିଆନ୍ସାଙ୍କ ନିକଟରୁ ପରାସ୍ତ ହୋଇଥିଲେ । 6-3 ଏବଂ 7-5ର ସିଧାସଳଖ ସେଟ୍‌ରେ ବିଆନ୍ସା ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ଟାଇଟଲ ମୁକାବିଲାରେ ବିଜୟୀ ହୋଇଥିବା ବିଆନ୍ସା ପ୍ରଥମ କାନାଡା ଖେଳାଳି ଭାବରେ ଗ୍ରାଣ୍ଡସ୍ଲାମ ବିଜୟୀ ହେବା ସହିତ ସାରାପୋଭାଙ୍କ ପରେ 2006 ପରଠାରୁ ପ୍ରଥମ ଖେଳାଳି ଭାବରେ 19 ବର୍ଷରେ ୟୁଏସ୍‌ ଓପନ୍‌ ବିଜୟୀ ହେବାରେ ସଫଳ ହୋଇଛନ୍ତି । 2018 ଫାଇନାଲ୍‌ରେ ମଧ୍ୟ ସେରେନା ନାଓମି ଓସାକାଙ୍କ ନିକଟରୁ ପରାଜିତ ହୋଇଥିଲେ । ପ୍ରଥମ ସେଟ୍‌ଟିକୁ ବିଆନ୍ସା ଅନାୟାସରେ ଜିତି ନେଇଥିବା ବେଳେ ଦ୍ବିତୀୟ ସେଟ୍‌ରେ ମଧ୍ୟ 4-2ରେ ଆଗୁଆ ରହିଥିଲେ ମାତ୍ର ସେରେନା କ୍ରମାଗତ ତିନିଟି ମ୍ୟାଚ୍‌ ପଏଣ୍ଟ ଜିତି ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ପରିଶେଷରେ ବିଆନ୍ସା ବିଜୟୀ ହୋଇଥିଲେ । ଏହା ସେରେନାଙ୍କ 33 ତମ ଗ୍ରାଣ୍ଡସ୍ଲାମ ଫାଇନାଲ ମୁକାବିଲା ଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025
Latest News

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.