Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ପ୍ରଥମ ପାେଷ୍ଟର ରିଲିଜ୍‌ : ଦୀର୍ଘଦିନ ପରେ ବଲିଉଡ୍‌ରେ ଦେଶୀ ଗାର୍ଲ
ଆଜିର ଖବର

‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ପ୍ରଥମ ପାେଷ୍ଟର ରିଲିଜ୍‌ : ଦୀର୍ଘଦିନ ପରେ ବଲିଉଡ୍‌ରେ ଦେଶୀ ଗାର୍ଲ

September 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ’ ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ପୋଷ୍ଟର ସହ ଫିଲ୍ମର ରିଲିଜ୍‌ ଓ ଟ୍ରେଲର ରିଲିଜ୍‌ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ। ପ୍ରିୟଙ୍କା ହଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିବା ପରଠାରୁ ବଲିଉଡ୍‌ରେ ସେ ଆଉ ଆସିନଥିଲେ । ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇସାରିବା ପରେ ସେ ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ । ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ’ ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ପୋଷ୍ଟର ସହ ଫିଲ୍ମର ରିଲିଜ୍‌ ଓ ଟ୍ରେଲର ରିଲିଜ୍‌ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ। ପ୍ରିୟଙ୍କା ହଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିବା ପରଠାରୁ ବଲିଉଡ୍‌ରେ ସେ ଆଉ ଆସିନଥିଲେ । ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇସାରିବା ପରେ ସେ ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ । ‘ସ୍କାଏ ଇଜ୍‌ ପିଙ୍କ୍‌’ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ସୋଲାନୀ ବୋଷ୍‌ । ଏହି ଫିଲ୍ମଟି ସେପ୍ଟେମ୍ବର ୧୩ ତାରିଖରେ  ଟର୍ଣ୍ଣାେଟ ଫିଲ୍ମୋତ୍ସବରେ ପ୍ରଦର୍ଶିତ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Latest News

ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି, ୨୫ ଲକ୍ଷ ଅତିରିକ୍ତ ଉଜ୍ଜଳା ଏଲପିଜି ସଂଯୋଗ ପାଇଁ ଅନୁମତି

September 22, 2025

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.