Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରକ୍‌ ଡ୍ରାଇଭରଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌
ଆଜିର ଖବର

ଟ୍ରକ୍‌ ଡ୍ରାଇଭରଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌

September 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୋଟର ଯାନ ନିୟମ ଅନୁସାରେ ସମ୍ବଲପୁରଠାରେ ଏକ ଟ୍ରକ୍‌କୁ ୬ ଲକ୍ଷ ୫୩ ହଜାର ୧୦୦ଟଙ୍କା ଜରିମାନା ହୋଇଛି । ଏହି ଟ୍ରକ୍‌ଟି ନାଗାଲାଣ୍ଡର ହୋଇଥିବାର ସୂଚନା ରହିଛି । ଏହି ଟ୍ରକ୍‌ଠାରୁ ଓଏମ୍‌ଭିଟି-୩ ଟ୍ୟାକ୍ସ ବାବଦକୁ ୬,୪୦,୫୦୦ ଟଙ୍କା, ମାଲ୍ ବୋଝେଇ ଗାଡ଼ିରେ ଯାତ୍ରୀ ନେଉଥିବାରୁ ୫ ହଜାର, ପରମିଟ୍ ନ ଥିବାରୁ ୫ ହଜାର, ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ହଜାରେ ଟଙ୍କା ଫାଇନ ଆଦାୟ ହୋଇଛି । ଅଗଷ୍ଟ ୧୦ ତାରିଖରେ ଫାଇନ୍ ଆଦାୟ ହୋଇଥିବା ସୂଚନା  ମିଳିଛି । ଏହା  ଏପର୍ଯ୍ୟନ୍ତ ସମଗ୍ର ଦେଶରେ  ହୋଇଥିବା ଜରିମାନାଠୁ ଢେର ଅଧିକ। ଡ୍ରାଇଭର ଦିଲ୍ଲୀପ କର୍ତ୍ତାଙ୍କଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ହେଲେ ଟ୍ରକ୍‌ ମାଲିକ ପହଞ୍ଚି  ନଥିବାରୁ ମାସେରୁ ଊର୍ଦ୍ଧ୍ୱ ହେବ ଟ୍ରକଟି  ସମ୍ବଲପୁରରେ ପଡ଼ି ରହିଛି। ୨୦୧୪ରୁ ଏହି ଟ୍ରକ୍‌ ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବାର ଜଣାପଡିଛି ।  ନୂଆ ମୋଟର ଯାନ ଆଇନ ଆସିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ପରିବହନ ବିଭାଗ ଟ୍ରକ୍‌ଟିକୁ ଜବତ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025
Latest News

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.