Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରକ୍‌ ଡ୍ରାଇଭରଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌
ଆଜିର ଖବର

ଟ୍ରକ୍‌ ଡ୍ରାଇଭରଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌

September 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୋଟର ଯାନ ନିୟମ ଅନୁସାରେ ସମ୍ବଲପୁରଠାରେ ଏକ ଟ୍ରକ୍‌କୁ ୬ ଲକ୍ଷ ୫୩ ହଜାର ୧୦୦ଟଙ୍କା ଜରିମାନା ହୋଇଛି । ଏହି ଟ୍ରକ୍‌ଟି ନାଗାଲାଣ୍ଡର ହୋଇଥିବାର ସୂଚନା ରହିଛି । ଏହି ଟ୍ରକ୍‌ଠାରୁ ଓଏମ୍‌ଭିଟି-୩ ଟ୍ୟାକ୍ସ ବାବଦକୁ ୬,୪୦,୫୦୦ ଟଙ୍କା, ମାଲ୍ ବୋଝେଇ ଗାଡ଼ିରେ ଯାତ୍ରୀ ନେଉଥିବାରୁ ୫ ହଜାର, ପରମିଟ୍ ନ ଥିବାରୁ ୫ ହଜାର, ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ହଜାରେ ଟଙ୍କା ଫାଇନ ଆଦାୟ ହୋଇଛି । ଅଗଷ୍ଟ ୧୦ ତାରିଖରେ ଫାଇନ୍ ଆଦାୟ ହୋଇଥିବା ସୂଚନା  ମିଳିଛି । ଏହା  ଏପର୍ଯ୍ୟନ୍ତ ସମଗ୍ର ଦେଶରେ  ହୋଇଥିବା ଜରିମାନାଠୁ ଢେର ଅଧିକ। ଡ୍ରାଇଭର ଦିଲ୍ଲୀପ କର୍ତ୍ତାଙ୍କଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ହେଲେ ଟ୍ରକ୍‌ ମାଲିକ ପହଞ୍ଚି  ନଥିବାରୁ ମାସେରୁ ଊର୍ଦ୍ଧ୍ୱ ହେବ ଟ୍ରକଟି  ସମ୍ବଲପୁରରେ ପଡ଼ି ରହିଛି। ୨୦୧୪ରୁ ଏହି ଟ୍ରକ୍‌ ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବାର ଜଣାପଡିଛି ।  ନୂଆ ମୋଟର ଯାନ ଆଇନ ଆସିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ପରିବହନ ବିଭାଗ ଟ୍ରକ୍‌ଟିକୁ ଜବତ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026
Latest News

ଇତିହାସରେ ପ୍ରଥମ : ପ୍ରଥମ ଥର ନିଜ ମାଟିରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.