Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳିଆକୁ ନେଇ ବଢୁଛି ଦ୍ବନ୍ଦ୍ବ : କୃଷିମନ୍ତ୍ରୀ ଓ ବିଜେଡି ମୁଖପାତ୍ରଙ୍କ ତଥ୍ୟରେ ନାହିଁ ତାଳମେଳ
ଆଜିର ଖବର

କାଳିଆକୁ ନେଇ ବଢୁଛି ଦ୍ବନ୍ଦ୍ବ : କୃଷିମନ୍ତ୍ରୀ ଓ ବିଜେଡି ମୁଖପାତ୍ରଙ୍କ ତଥ୍ୟରେ ନାହିଁ ତାଳମେଳ

September 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କାଳିଆକୁ ନେଇ ସରକାରୀ ଦଳ ଭିତରେ ଦ୍ବନ୍ଦ୍ବ ବଢୁଛି । ଉଭୟ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବଙ୍କ ତଥ୍ୟରେ ତାଳମେଳ ରହୁନି । ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ହିତାଧିକାରୀ ତାଲିକାରେ ସରକାରୀ ଚାକିରିଆ ଓ ବଡଚାଷୀକାଳ ରହିଥିବା କହିଥିଲେ  ।ଏପରିକି ପୂର୍ବରୁ ମଧ୍ୟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ସୂଚନା ଦେଇଥିଲେ  । କିନ୍ତୁ ଆଜି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ୩ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ହଜାର ଜଣ ଅଯୋଗ୍ୟ କାଳିଆ ଟଙ୍କା ପାଇଛନ୍ତି । ୩ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହଁନ୍ତି । କେବଳ ବଡ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ଅଟନ୍ତି । କେବଳ ୧୨ ହଜାର ବଡ ଚାଷୀ ଟଙ୍କା ପାଇଛନ୍ତି । ସେହିପରି ୨୦ ହଜାର ସରକାରୀ ଚାକିରିଆ ଟଙ୍କା ପାଇଛନ୍ତି । ଉଭୟେ ଅଯୋଗ୍ୟ । ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହଁନ୍ତି । ସେମାନେ କେବଳ ପରବର୍ତ୍ତୀ କିସ୍ତି ପାଇବେ ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ସେହିପରି କାଳିଆ ଯୋଜନାରେ ଅଯୋଗ୍ୟ ତାଲିକାକୁ ନେଇ ହାଇକୋର୍ଟ ଯିବ ବୋଲି ବିଜେପି କହିଛି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କଠାରୁ ଆଦାୟ କରିବାକୁ ଦାବି କରିଛି ବିଜେପି ।

Share. Facebook Twitter LinkedIn Email WhatsApp Copy Link

Related Posts

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025

Visas From Bhubaneswar: ଭୁବନେଶ୍ବରରୁ ମିଳିବ ଭିସା, ସ୍ଥାପନ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

December 15, 2025
Latest News

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025

Visas From Bhubaneswar: ଭୁବନେଶ୍ବରରୁ ମିଳିବ ଭିସା, ସ୍ଥାପନ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

December 15, 2025

ଅଣ-ଶିକ୍ଷକ କର୍ମଚାରୀ ପଦବୀ ପାଇଁ IIT ଭୁବନେଶ୍ୱରରେ ନିଯୁକ୍ତି, ଦରମା ଜାଣିଲେ ହେବେ ଆଶ୍ଚର୍ଯ୍ୟ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.