Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳିଆକୁ ନେଇ ବଢୁଛି ଦ୍ବନ୍ଦ୍ବ : କୃଷିମନ୍ତ୍ରୀ ଓ ବିଜେଡି ମୁଖପାତ୍ରଙ୍କ ତଥ୍ୟରେ ନାହିଁ ତାଳମେଳ
ଆଜିର ଖବର

କାଳିଆକୁ ନେଇ ବଢୁଛି ଦ୍ବନ୍ଦ୍ବ : କୃଷିମନ୍ତ୍ରୀ ଓ ବିଜେଡି ମୁଖପାତ୍ରଙ୍କ ତଥ୍ୟରେ ନାହିଁ ତାଳମେଳ

September 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କାଳିଆକୁ ନେଇ ସରକାରୀ ଦଳ ଭିତରେ ଦ୍ବନ୍ଦ୍ବ ବଢୁଛି । ଉଭୟ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବଙ୍କ ତଥ୍ୟରେ ତାଳମେଳ ରହୁନି । ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ହିତାଧିକାରୀ ତାଲିକାରେ ସରକାରୀ ଚାକିରିଆ ଓ ବଡଚାଷୀକାଳ ରହିଥିବା କହିଥିଲେ  ।ଏପରିକି ପୂର୍ବରୁ ମଧ୍ୟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ସୂଚନା ଦେଇଥିଲେ  । କିନ୍ତୁ ଆଜି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ୩ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ହଜାର ଜଣ ଅଯୋଗ୍ୟ କାଳିଆ ଟଙ୍କା ପାଇଛନ୍ତି । ୩ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହଁନ୍ତି । କେବଳ ବଡ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ଅଟନ୍ତି । କେବଳ ୧୨ ହଜାର ବଡ ଚାଷୀ ଟଙ୍କା ପାଇଛନ୍ତି । ସେହିପରି ୨୦ ହଜାର ସରକାରୀ ଚାକିରିଆ ଟଙ୍କା ପାଇଛନ୍ତି । ଉଭୟେ ଅଯୋଗ୍ୟ । ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହଁନ୍ତି । ସେମାନେ କେବଳ ପରବର୍ତ୍ତୀ କିସ୍ତି ପାଇବେ ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ସେହିପରି କାଳିଆ ଯୋଜନାରେ ଅଯୋଗ୍ୟ ତାଲିକାକୁ ନେଇ ହାଇକୋର୍ଟ ଯିବ ବୋଲି ବିଜେପି କହିଛି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କଠାରୁ ଆଦାୟ କରିବାକୁ ଦାବି କରିଛି ବିଜେପି ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.