Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସଦାଚରଣ ଅଭିଯୋଗ : ରେଙ୍ଗାଲି ତହସିଲଦାର ଗିରଫ
ଆଜିର ଖବର

ଅସଦାଚରଣ ଅଭିଯୋଗ : ରେଙ୍ଗାଲି ତହସିଲଦାର ଗିରଫ

September 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ଶୁକ୍ରବାର ରାତିରେ ପୋଲିସ୍‌ ଗିରଫ କରିଛି । ଜଣେ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଛନ୍ତି । କୋର୍ଟଚାଲାଣ ପରେ ତାଙ୍କୁ ସମ୍ବଲପୁର ଜେଲ୍‌ ପଠାଇ ଦିଆଯାଇଛି । ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କୁ ଜଣେ ଅଧିକାରୀ ଅସଦାଚାରଣ କରିବା ସମ୍ବଲପୁର ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି। ପୋଲିସ୍‌ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଧନୁପାଲି ଅଞ୍ଚଳରେ ଭଡ଼ା ଘରେ ଏକୁଟିଆ ରୁହନ୍ତି । ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତ କାଲି ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025

ସଢେଇରୁ ତିଆରି ହେଉଛି ଘରକରଣା ସାମଗ୍ରୀ: କଳାକୃତୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ନିଆରା

December 14, 2025
Latest News

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025

ଅଭିନେତା ଅକ୍ଷୟ କୁମାର କଲ୍ୟାଣ ଜୁଏଲରସ ଭୁବନେଶ୍ବରରେ ନୂଆ ସୋ ରୁମ କଲେ ଉଦଘାଟନ

December 14, 2025

SAIL Sales Growth: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଗତମାସ ବିକ୍ରିରେ ୨୭ ପ୍ରତିଶତ ଅଭିବୃଦ୍ଧି

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.