ସ୍କୁଲରେ ବଜ୍ରପାତ ଘଟି 4 ଜଣ ଆହତ ହୋଇଛନ୍ତି । ଫୁଲବାଣୀର ଏକ ସ୍କୁଲରେ ପାଠପଢା ଚାଲିଥିବା ସମୟରେ ଶ୍ରଣୀଗୃହ ଉପରେ ବଜ୍ରପାତ ହେବାର ଶିକ୍ଷୟିତ୍ରୀଙ୍କ ସମେତ 4 ଜଣ ଆହତ ହୋଇଛନ୍ତି । ଚକାପାଦ ବ୍ଲକ୍ର ବ୍ରାହ୍ମଣପାଦ ବିରୁପାକ୍ଷ ନୋଡାଲ ହାଇସ୍କୁଲରେ ଏହି ଅଘଟଣ ଘଟିଛି । ସଙ୍ଗେ ସଙ୍ଗ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।