କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କ ନାଁ ଲେଖି କାର୍ଯ୍ୟକାରୀ କରିବାର ଅଭିଯୋ କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନିତ ଅଭିଯୋଗ କରିଛି ବିଜେପି । ରାଜ୍ୟସରକାରଙ୍କ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ ପ୍ରତିବାଦରେ ୨୭ରେ ପ୍ରତି ବ୍ଲକ୍ରେ ଗଣଧାରଣା ଦେବ ବୋଲି ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବ ବିଜେପି ବୋଲି କହିଛନ୍ତି ବସନ୍ତ ପଣ୍ଡା ।