Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାପ କାମୁଡାରେ ମା’ ପୁଅ ମୃତ : ଦୁଇ ଦିନରେ ମୃତ୍ୟୁ ସଂଖ୍ୟା 8 ଛୁଇଁଲା
ଆଜିର ଖବର

ସାପ କାମୁଡାରେ ମା’ ପୁଅ ମୃତ : ଦୁଇ ଦିନରେ ମୃତ୍ୟୁ ସଂଖ୍ୟା 8 ଛୁଇଁଲା

September 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟରେ ସାପ କାମୁଡାର ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ସାପ କାମୁଡାରେ ରାଜ୍ୟରେ 6 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳୁ ଆହୁରି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଦୁଇ ମୃତକଙ୍କୁ ରାଜଲକ୍ଷ୍ମୀ ମଲ୍ଲିକ ଓ ପୁଅ ଆଦିତ୍ୟ ବୋଲି ଚିହ୍ନଟ କରାଯାଇଛି । କନ୍ଧମାଳ ଜିଲ୍ଲା କଞ୍ଜାମେଣ୍ଡି ପଞ୍ଚାୟତ ଟପାର ଗାଁର ମା’ ରାଜଲକ୍ଷ୍ମୀ ଓ 8 ବର୍ଷର ପୁଅ ଆଦିତ୍ୟ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିଲା । ସେମାନଙ୍କୁ ପ୍ରଥମେ ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା । ଏହା ପରେ ମା’ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଫୁଲବାଣୀ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସେଠାରେ ସେ ପ୍ରାଣ ହରାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରେଲ୍ ନୀରର ମୂଲ୍ୟ ଏବେ ୧୪ ଟଙ୍କା: ଅଧିକ ପଇସା ନେଲେ ଏଭଳି ଅଭିଯୋଗ କରନ୍ତୁ ଯାତ୍ରୀ

September 23, 2025

ମାଓବାଦୀ ବିରୋଧୀ ଅଭିଯାନ: ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

September 23, 2025

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 23, 2025
Latest News

ଏହି ଭାରତୀୟମାନଙ୍କୁ ମିଳିପାରେ ବର୍ଦ୍ଧିତ ଏଚ-୧ବି ଭିସା ଫି ରୁ ମୁକ୍ତି: ଟ୍ରମ୍ପ କରିବେ ଘୋଷଣା

September 23, 2025

ରେଲ୍ ନୀରର ମୂଲ୍ୟ ଏବେ ୧୪ ଟଙ୍କା: ଅଧିକ ପଇସା ନେଲେ ଏଭଳି ଅଭିଯୋଗ କରନ୍ତୁ ଯାତ୍ରୀ

September 23, 2025

“ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାରତ,” ଜୟଶଙ୍କରଙ୍କୁ ଭେଟିବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ

September 23, 2025

ମାଓବାଦୀ ବିରୋଧୀ ଅଭିଯାନ: ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025

ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ: ଉପରାଷ୍ଟ୍ରପତି

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.