ଛତିଶଗଡ଼ କାଙ୍କେର ଜିଲ୍ଲାରେ ମାଓ ହମ୍ଲା । ଏକ ଡିଜେଲ୍ ଟ୍ୟାଙ୍କର ବିସ୍ଫୋରଣ କଲେ ମାଓବାଦୀ । ବିସ୍ଫୋରଣରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ସୂଚନା । ବିସ୍ଫୋରଣ ଘଟିଥିବା ଟ୍ୟାଙ୍କରଟି ରେଲ୍ଓ୍ବେ କାମରେ ଲାଗିଥିଲା । ଏବେବି ମାଓବାଦୀ ଓ ପୋଲିସ୍ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ।
କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମDecember 14, 2025