ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶିତ । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସି ପାଖକୁ ପଠାଇଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା,ସୁରେନ୍ଦ୍ର ପାତ୍ର, ସ୍ବାଧୀସ୍ମିତା ସୁଆର ଓ ଅବସରପ୍ରାପ୍ତ ମୁଖ୍ୟ ମନ୍ତ୍ରୀ ରବୀନ୍ଦ୍ର ପଣ୍ଡା । ଅଭିଷେକ ଟିକେଟ ପାଇବା ନେଇ ସମେସ୍ତ ମତ ରଖୁଛନ୍ତି ।