Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମରଜାଓ୍ବାଁର ଟ୍ରେଲର ରିଲିଜ୍‌ : ନକରାତ୍ମକ ଭୂମିକାରେ ରୀତେଶ
ଆଜିର ଖବର

ମରଜାଓ୍ବାଁର ଟ୍ରେଲର ରିଲିଜ୍‌ : ନକରାତ୍ମକ ଭୂମିକାରେ ରୀତେଶ

September 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସିଦ୍ଧାର୍ଥ ମଲହୋତ୍ରା ଏବଂ ରୀତେଶ ଦେଶମୁଖ ଅଭିନୀତ ଫିଲ୍ମ ମରଜାଓ୍ବାଁର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ସିଦ୍ଧାର୍ଥ ମଲହୋତ୍ରା ଜବରଦସ୍ତ ଆକ୍ସନ୍‌ ଭୂମିକାରେ ନଜର ଆସିଥିବା ବେଳେ ରୀତେଶ ଦେଶମୁଖ ନକରାତ୍ମକ ଭୂମିକାରେ ନଜର ଆସିଛନ୍ତି । ହିନ୍ଦୁ ମୁସ୍‌ଲିମ୍‌ ପ୍ରେମ କାହାଣୀ ଉପରେ ଆଧାରିତ ପ୍ରେମ କାହାଣୀରେ ତାରା ସୁତାରିଆ ଜଣେ ମୁସଲିମ୍‌ ଏବଂ ସିଦ୍ଧାର୍ଥ ଜଣେ ହିନ୍ଦୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଛନ୍ତି । ରୀତେଶ ନକରାତ୍ମକ ଚରିତ୍ର ସହିତ ଜଣେ ବାମନ ଭୂମିକାରେ ନଜର ଆସିଛନ୍ତି । ରୀତେଶଙ୍କ ଏଣ୍ଟ୍ରି ଏକ ଭିଲେନ୍‌ର ତେରି ଗଲିୟାଁ ଗୀତରେ ହୋଇଛି ଯାହାକି ଅତ୍ୟନ୍ତ ଜବରଦସ୍ତ ହୋଇଛି । ଟ୍ରେଲରରେ ରକୁଲ ପ୍ରୀତ୍‌ ସିଂ ଗୋଟିଏ ସିନ୍‌ରେ ନଜର ଆସିଛନ୍ତି । 3.15 ମିନିଟ୍‌ର ଏହି ଟ୍ରେଲରରେ ଜବରଦସ୍ତ ଆକ୍ସନ୍‌ ଏବଂ ରୋମାନ୍ସ ଦେଖିବାକୁ ମିଳିଛି । ମିଲାପ୍‌ ମିଲନ୍‌ ଜାଭେରୀ ଫିଲ୍ମର କାହାଣୀ, ସଂଳାପ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026
Latest News

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.