Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ବକ୍ସିଂ ଚାମ୍ପିୟନ୍‌ସିପ୍‌ : ବ୍ରୋଞ୍ଜରେ ସନ୍ତୁଷ୍ଟ ମେରୀକମ୍‌
ଆଜିର ଖବର

ବିଶ୍ବ ବକ୍ସିଂ ଚାମ୍ପିୟନ୍‌ସିପ୍‌ : ବ୍ରୋଞ୍ଜରେ ସନ୍ତୁଷ୍ଟ ମେରୀକମ୍‌

October 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ବକ୍ସର ଏମ୍‌ ସି ମେରୀ କମ୍‌ ବିଶ୍ବ ବକ୍ସିଂ ଚାମ୍ପିୟନ୍‌ସିପ୍‌ ସେମିଫାଇନାଲ୍‌ରେ ପରାଜିତ ହୋଇଛନ୍ତି । ଏହା ସହିତ ମେରୀ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି । 51 କିଗ୍ରା ବର୍ଗରେ ତୃତୀୟ ସିଡ୍‌ ମେରୀ କମ୍‌ ତୁର୍କୀ ବକ୍ସର ବୁସେନାଜ୍‌ କାକିରୋଗୋଲୁଙ୍କ ନିକଟରୁ ପରାଜିତ ହୋଇଛନ୍ତି । ୟୁରୋପିଆନ୍‌ ଚାମ୍ପିୟନ୍ସିପ୍‌ ଏବଂ ୟୁରୋପିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବମିଜୟୀନି ବୁସେନାଜ୍‌ ଏହି ମ୍ୟାଚ୍‌ରେ 4-1ରେ ବିଜୟୀ ହୋଇଥିଲେ । ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ଏହା ମେରୀଙ୍କର ଅଷ୍ଟମ ପଦକ । ପୂର୍ବରୁ 6ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲରେ ସଫଳ ହୋଇଥିଲେ ମେରୀ । ମେରୀ ଶେଷଥର ପାଇଁ 2018ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026
Latest News

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.