Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»53.46 ଲକ୍ଷ ଟଙ୍କା ଜବତ କଲେ ନିର୍ବାଚନ କମିଶନ : ଏନ୍‌ସିପି ବିଧାୟକ ରମେଶ କଦମ ଗିରଫ
ଆଜିର ଖବର

53.46 ଲକ୍ଷ ଟଙ୍କା ଜବତ କଲେ ନିର୍ବାଚନ କମିଶନ : ଏନ୍‌ସିପି ବିଧାୟକ ରମେଶ କଦମ ଗିରଫ

October 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଜନୈକ ଏନ୍‌ସିପି ବିଧାୟକଙ୍କ ନିକଟରୁ 53.46 ଲକ୍ଷ ଟଙ୍କା ଜବତ କରିଛନ୍ତି ନିର୍ବାଚନ କମିଶନ । ଏହି ଘଟଣାରେ ପୋଲିସ୍‌ ଏନ୍‌ସିପି ବିଧାୟକ ରମେଶ କଦମଙ୍କୁ ଗିରଫ କରାଯାଇଛି । ଥାନେର ଘୋଡବନ୍ଦରରେ ଥାନେ ପୋଲିସ୍‌ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ପୋଲିସକୁ 500 ଏବଂ 200 ଟଙ୍କିଆ ନୋଟ୍‌ର ଅର୍ଥ ଜବତ କରିଥିଲା । ରମେଶ କଦମଙ୍କୁ ଜେଜେ ହସ୍ପିଟାଲରେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ଜେଲ୍‌କୁ ପଠାଯାଇଛି । ଏହି ଗିରଫଦାରୀ ପରେ ଏନ୍‌ସିପି ପାଇଁ ଅଡୁଆ ବଢିବାରେ ଲାଗିଛି । ପୂର୍ବରୁ ଏନ୍‌ସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଗତକାଲି ଇଡି 12 ଘଣ୍ଟା ପାଇଁ ଜେରା କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025

ଖୁବ ଶିଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା

September 24, 2025

ନବରାତ୍ରିରେ ଗୃହ ପ୍ରବେଶ କରିପାରିବା କି, କେଉଁ ତାରିଖ ଅଧିକ ଶୁଭ?

September 24, 2025

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025
Latest News

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025

ଖୁବ ଶିଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା

September 24, 2025

ନବରାତ୍ରିରେ ଗୃହ ପ୍ରବେଶ କରିପାରିବା କି, କେଉଁ ତାରିଖ ଅଧିକ ଶୁଭ?

September 24, 2025

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025

ବିଶ୍ୱ ଫାର୍ମାସୀ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ-୨ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.