Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଲେ ଉଭୟ ବିଜେପି ଏବଂ ଶିବସେନା
ଆଜିର ଖବର

ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଲେ ଉଭୟ ବିଜେପି ଏବଂ ଶିବସେନା

October 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ଦତୁଇ ସହଯୋଗୀ ରାଜନୈତିକ ଦଳ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଏକ ଅଲଗା ସ୍ତରରେ ପହଞ୍ଚିଛି । ସୋମବାର ଉଭୟ ରାଜନୈତିକ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଜେପ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଥିବା ବେଳେ ପୂର୍ବତନ ମହାରାଷ୍ଟ୍ର ସଡକ ଓ ପରିବହନ ମନ୍ତ୍ରୀ ଦିବାକର ରାଓଟେ ଶିବସେନା ପ୍ରତିନିଧି ଭାବରେ ରାଜ୍ୟପାଳଙ୍କୁ ଭେଟିଥିଲେ । ଉଭୟ ଦଳର ପ୍ରତିନିଧି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବା ପରେ ମେଣ୍ଟକୁ ନେଇ ସଙ୍କଟ ଦେଖା ଦେଇଛି । ରାଜ୍ୟପାଳଙ୍କୁ ଭେଟିବା ସମ୍ପୂର୍ଣ୍ଣ ଅନୌପଚାରିକ ଥିଲା ଏବଂ ଦୀପାବଳିର ଶୁଭେଚ୍ଛା ପ୍ରଦାନ କରିବା ନିମନ୍ତେ ଥିଲା ବୋଲି ରାଓଟେ ପ୍ରକାଶ କରିଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ନେଇ ବିଜେପିର ଜନୈକ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗି ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025

ଖୋର୍ଦ୍ଧା: ବିଶ୍ଵ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା

September 24, 2025
Latest News

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025

ସାମୁଦ୍ରିକ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ 69,725 କୋଟିର ପ୍ୟାକେଜକୁ ଅନୁମୋଦନ

September 24, 2025

ରେଳ କର୍ମଚାରୀଙ୍କୁ 78 ଦିନ ପାଇଁ ଉତ୍ପାଦକତା ଆଧାରିତ ବୋନସ: କ୍ୟାବିନେଟ୍ ରେ ଅନୁମୋଦନ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.