ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି)ର ମୁଖ୍ୟ ହେଲଷ ଚିରାଗ ପାଶଓ୍ବନ । ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ ନିଜ ରାଜନୈତିକ କମାଣ ପୁଅ ଚିରାଗ ପାଶଓ୍ବାନଙ୍କ ହାତରେ ସମର୍ପି ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାମବିଳାସ ଦଳର ସଂସ୍ଥାପକ ଭାବେ କାମ କରିବେ।