ମହିଳାଙ୍କୁ ପୋଡ଼ି ହତ୍ୟା ମାମଲାରେ ଭାଇଭଉଣୀଙ୍କୁ ଆଜୀବନ ଦଣ୍ଡାଦେଶ ମିଳିଛି । ମୃତ ମହିଳାଙ୍କ ସ୍ବାମୀ ଏବଂ ନଣନ୍ଦଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ସ୍ବାମୀ ରବୀନ୍ଦ୍ର ଖଟୁଆ, ନଣନ୍ଦ କୌଶଲ୍ୟା ଖଟୁଆଙ୍କୁ ଆଜୀବନ ଜେଲ୍। ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଜିଲ୍ଲା ଓ ଦୌରା ଜଜ୍ । ୨୦୧୬ ଏପ୍ରିଲ୍ ୧୫େର ଉଦଳା ଥାନା ରାଢ ଗାଁରେ ଘଟିିଥିଲା ହତ୍ୟାକାଣ୍ଡ ।