Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଲ୍ଫାବେଟ୍‌ର ସିଇଓ ଦାୟିତ୍ବ ଗ୍ରହଣ କରିବେ ସୁନ୍ଦର ପିଚାଇ
ଆଜିର ଖବର

ଆଲ୍ଫାବେଟ୍‌ର ସିଇଓ ଦାୟିତ୍ବ ଗ୍ରହଣ କରିବେ ସୁନ୍ଦର ପିଚାଇ

December 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଏଆଇ ହବ୍ ନିର୍ମାଣ କରିବ ଗୁଗୁଲ୍, ଆମେରିକା ବାହାରେ ସବୁଠାରୁ ବଡ଼
ଭାରତରେ ଏଆଇ ହବ୍ ନିର୍ମାଣ କରିବ ଗୁଗୁଲ୍, ଆମେରିକା ବାହାରେ ସବୁଠାରୁ ବଡ଼

ନ୍ୟୁୟର୍କ,4/12: ଆଲ୍ଫାବେଟ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ମଙ୍ଗଳବାର ଆଲ୍ଫାବେଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପିଚାଇ ଆସନ୍ତା ସିଇଓ ଭାବରେ ଉଭୟ ଆଲ୍ଫାବେଟ ଏବଂ ଗୁଗୁଲର ଦାୟିତ୍ବ ନିର୍ବାହ କରିବେ । ଗୁଗୁଲର ମୂଳ କମ୍ପାନୀ ରହିଥିବା ଆଲ୍ଫାବେଟ୍‌ର ସହ ପ୍ରତିଷ୍ଠାତା ଲାରି ପେଜ୍‌ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସିଇଓ ରହିଥିବା ପେଜ୍‌ ନିଜ ଦାୟିତ୍ବରୁ ଅବ୍ୟାହତି ନେଉଥିବା ନେଇ ସୂଚନା ଦେଇଛନ୍ତି । ଆଲ୍ଫାବେଟ ଆଗାମୀ ଦିନରେ ସ୍ବୟଂଚାଳିତ କାର ଏବଂ ଅନ୍ୟାନ୍ୟ ଉଦ୍ଭାବନ ଉପରେ ଗୁରୁତ୍ବ ଦେବାକୁ ଯାଉଥିବାରୁ ସୁନ୍ଦର ଏହି ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କମ୍ପାନୀର ଅନ୍ୟତମ ସହ ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ । ଉଭୟ ପେଜ୍‌ ଏବଂ ବ୍ରିନ୍‌ ପରିଚାଳନା ଦାୟିତ୍ବରୁ ଅବ୍ୟାହତି ନେଉଥିଲେ ମଧ୍ୟ ବୋର୍ଡ ନିର୍ଦ୍ଦେଶକ ଏବଂ ସେୟାର ହୋଲ୍ଡର ରହିବେ ବୋଲି ଜଣାପଡିଛି । (ଏଜେନ୍ସୀ)

google sundarpichai
Share. Facebook Twitter LinkedIn Email WhatsApp Copy Link

Related Posts

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026
Latest News

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.