Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଞ୍ଜୁ ଓ୍ବାରିୟରଙ୍କ ଅସଦାଚରଣ ଏବଂ ମାନହାନି ମାମଲା : ଫିଲ୍ମ ନିର୍ମାତା ଶ୍ରୀକୁମାର ଗିରଫ
ଆଜିର ଖବର

ମଞ୍ଜୁ ଓ୍ବାରିୟରଙ୍କ ଅସଦାଚରଣ ଏବଂ ମାନହାନି ମାମଲା : ଫିଲ୍ମ ନିର୍ମାତା ଶ୍ରୀକୁମାର ଗିରଫ

December 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଚି,6/12 : ଲୋକପ୍ରିୟ ମାଲାୟଲମ ଫିଲ୍ମ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟରଙ୍କ ଅଭିଯୋଗ କାରଣରୁ ଫିଲ୍ମ ନିର୍ମାତା ଶ୍ରୀକୁମାର ମେନନଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ମଞ୍ଜୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କାରଣରୁ କୁରୁବାର ମେନନଙ୍କୁ ଗିରଫ କରାଯାଇଛି । ଅବଶ୍ୟ ମେନନଙ୍କୁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ଅକ୍ଟୋବର 22ରେ କେରଳ ଡିଜିପି ଲୋକନାଥ ବେହେରାଙ୍କୁ ଭେଟି ମଞ୍ଜୁ ଏହି ମାନହାନି ମୋକଦ୍ଦମା ଦାୟର କରିଥିଲେ । ମୋହନଲାଲ-ମଞ୍ଜୁ ଓ୍ବାରିୟର ଅଭିନୀତ ଓଡିୟାନ୍‌ର ନିର୍ଦ୍ଦେଶକ ରହିଥିବା ମେନନ ପୋଲିସ ନିକଟରେ ନିଜ ପକ୍ଷ ରଖିବା ସହିତ ତଦନ୍ତରେ ସହଯୋଗର ପ୍ରତଶ୍ରୁତି ପ୍ରଦାନ କରିଛନ୍ତି । ପୋଲିସ ନିକଟରେ ଅଭିଯୋଗକୁ କେରଳ ଫିଲ୍ମ ସଂଘ ନିକଟରେ ମଧ୍ୟ ଉତ୍‌ଥାପନ କରିଛନ୍ତି ମଞ୍ଜୁ ଓ୍ବାରିୟର ।(ଏଜେନ୍ସୀ)

defamation
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Latest News

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026

ନିମ୍ବୁଡା ନିମ୍ବୁଡା ତାକତ୍: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇ ଜେଲ ଗଲେ ମନୋଜ ପାଢୀ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.