Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚେକ୍‌ ରିପବ୍ଲିକ୍‌ ହସ୍ପିଟାଲରେ ଗୁଳିକାଣ୍ଡ : 6 ମୃତ
ଆଜିର ଖବର

ଚେକ୍‌ ରିପବ୍ଲିକ୍‌ ହସ୍ପିଟାଲରେ ଗୁଳିକାଣ୍ଡ : 6 ମୃତ

December 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରାଗ୍‌, 10/12 : ଚେକ୍‌ ରିପବ୍ଲିକ୍‌ ହସ୍ପିଟାଲରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ 6 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ସକାଳ 7ଟା ସମୟରେ କିଛି ଅଜଣା ଆତତାୟୀ ପୂର୍ବ ଚେକ୍‌ ରିପବ୍ଲିକ୍‌ର ଏହି ହସ୍ପିଟାଲ ମଧ୍ୟରେ ପ୍ରବେଶ କରି ଅତର୍କିତ ଗୁଳିଚାଳନା କରିଥିଲେ । ପ୍ରାଗ୍‌ରୁ 350 କିମି ଦୂର ଅଷ୍ଟ୍ରାଭା ମେଡିକାଲ କଲେଜରେ ଏହି ଗୁଳିକାଣ୍ଡ ଘଟିଥିଲା । ପୋଲିସ୍‌ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆକ୍ରମଣକୁ ଅସ୍ବୀକାର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍‌ ବାବିସ୍‌ ଆକ୍ରମଣ ହୋଇଥିବା ନେଇ ସୂଚନା ଦେଇଥିଲେ । ଚେକ୍‌ ରିପବ୍ଲିକ୍‌ ପୋଲିସ୍‌ ପକ୍ଷରୁ ଆକ୍ରମଣକାରୀଙ୍କ ଫଟୋ ଏବଂ ଭିଡିଓ ଜାରି କରାଯାଇଛି । (ଏଜେନ୍ସୀ)

Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026
Latest News

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.