Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Sunday, Dec 22, 2024 | Last Update : 9:06 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
ରାହୁଲଙ୍କୁ ବୟାନକୁ ନେଇ ଅସନ୍ତୁଷ୍ଟ ଶିବସେନା
Samikhsya Bureau
Published:
Dec 14, 2019, 7:36 pm IST
ମହରାଷ୍ଟ୍ର, ୧୪/୧୨:ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ସମର୍ଥନରେ ସରକାର ଗଢିଥିଲେ ମଧ୍ୟ ଏହି ଦୁଇ ପାର୍ଟିଙ୍କ ବୈଚାରିକ ମତଭେଦ ରହିଛି। ଆଜି ଦିଲ୍ଲୀଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ବଞ୍ଚାଅ’ ରାଲିରେ ରାହୁଲ୍ ଦେଇଥିବା ବୟାନକୁ ନେଇ ଶିବସେନା ନାପସନ୍ଦ କରିଛି । ରାହୁଲ୍ ଏହି ରାଲିରେ କହିଥିଲେ ଯେ, ସେ ରାହୁଲ୍ ସବରକର ନୁହଁନ୍ତି, ରାହୁଲ୍ ଗାନ୍ଧି । ଏହି ବୟାନକୁ ନେଇ ଶିବସେନା ନିଜର ଅସନ୍ତୁଷ୍ଟ ପ୍ରକାଶ କରିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ନେହେରୁ-ଗାନ୍ଧୀଙ୍କ ପରି ସଭରକର ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି। ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ସମସ୍ତ ମହାନାୟକଙ୍କୁ ସମ୍ମାନ ଦେବା ଉଚିତ୍। ସଭରକର କେବଳ ମହାରାଷ୍ଟ୍ର ନୁହଁ ପୂରା ଦେଶ ପାଇଁ ଏକ ବରଦାନ ବୋଲି ସେ କହିଛନ୍ତି। ନେହେରୁ-ଗାନ୍ଧୀଙ୍କ ପରି ସଭରକରଙ୍କ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିଲେ। ସେ କେବଳ ମହାରାଷ୍ଟ୍ର ନୁହଁ ଦେଶର ଦେବତା। ସଭରକରଙ୍କ ନାମରେ ରାଷ୍ଟ୍ର ଅଭିମାନ ଓ ସ୍ଵାଭିମାନ ରହିଛି। ସେହିପରି ରାଉତ କହିଛନ୍ତି ଯେ, ଆମେ ପଣ୍ଡିତ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁ, ତେଣୁ ଆପଣ ମଧ୍ୟ ବୀର ସଭରକରଙ୍କ ଅପମାନ କର ନାହିଁ। (ଏଜେନ୍ସି)
Tags:
Congress
,
rahul gandhi
,
sabharkar
,
sanjaya rout
,
shivsena
Related posts
ନିର୍ବାଚନ ମଣ୍ଡଳିର ଉନ୍ନତି ପାଇଁ ପ୍ରଚେଷ୍ଠା ଜାରୀ ରଖିଛନ୍ତି ବିଧାୟିକା ଉପାସନା, ଜାଣନ୍ତୁ ସେ କଣ କଲେ
ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ
ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ
କାନ ଏବଂ ଦାନ୍ତରେ ଥିବା ଏହି ସମସ୍ୟାଗୁଡ଼ିକ ମୁଖ କର୍କଟ ରୋଗର କାରଣ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ
ଚତୁର୍ଥ ଟେଷ୍ଟର ବଦଳିଲା ସମୟ: ଜାଣନ୍ତୁ କେବେ, କେଉଁଠାରେ ଏବଂ କେଉଁ ସମୟରେ ଦେଖିପାରିବେ ମ୍ୟାଚ୍
ପିଆଜ ଏବଂ ରସୁଣକୁ କାଟିବାରେ ହେଉଛି କି ଅସୁବିଧା?: ଏହି ଟିପ୍ସଗୁଡିକ ଦ୍ଵାରା ଦୂର ହେବ ସମସ୍ୟା
କର୍ପୁର ଦ୍ବାରା ମଧ୍ୟ କଟିଥାଏ ବାସ୍ତୁ ଦୋଷ, ଜାଣନ୍ତୁ କିପରି?
“ଆତି ବିଶିଷ୍ଟ ରେଳ ସେବା ପୁରଷ୍କlର 2024” ରେ ସମ୍ମାନିତ ହେଲେ 101 କର୍ମଚାରୀ ଏବଂ ଅଧିକାରୀ
ଭାରତରତ୍ନ ଚୌଧୁରୀ ଚରଣ ସିଂହ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ
ପୂର୍ବତନ ଓଡିଶା ଓ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କର ଭୁବନେଶ୍ବର ନୂଆ କୋର୍ଟ ପରିଦର୍ଶନ