Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Monday, Jun 23, 2025 | Last Update : 4:42 AM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
ରାହୁଲଙ୍କୁ ବୟାନକୁ ନେଇ ଅସନ୍ତୁଷ୍ଟ ଶିବସେନା
Samikhsya Bureau
Published:
Dec 14, 2019, 7:36 pm IST
ମହରାଷ୍ଟ୍ର, ୧୪/୧୨:ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ସମର୍ଥନରେ ସରକାର ଗଢିଥିଲେ ମଧ୍ୟ ଏହି ଦୁଇ ପାର୍ଟିଙ୍କ ବୈଚାରିକ ମତଭେଦ ରହିଛି। ଆଜି ଦିଲ୍ଲୀଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ବଞ୍ଚାଅ’ ରାଲିରେ ରାହୁଲ୍ ଦେଇଥିବା ବୟାନକୁ ନେଇ ଶିବସେନା ନାପସନ୍ଦ କରିଛି । ରାହୁଲ୍ ଏହି ରାଲିରେ କହିଥିଲେ ଯେ, ସେ ରାହୁଲ୍ ସବରକର ନୁହଁନ୍ତି, ରାହୁଲ୍ ଗାନ୍ଧି । ଏହି ବୟାନକୁ ନେଇ ଶିବସେନା ନିଜର ଅସନ୍ତୁଷ୍ଟ ପ୍ରକାଶ କରିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ନେହେରୁ-ଗାନ୍ଧୀଙ୍କ ପରି ସଭରକର ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି। ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ସମସ୍ତ ମହାନାୟକଙ୍କୁ ସମ୍ମାନ ଦେବା ଉଚିତ୍। ସଭରକର କେବଳ ମହାରାଷ୍ଟ୍ର ନୁହଁ ପୂରା ଦେଶ ପାଇଁ ଏକ ବରଦାନ ବୋଲି ସେ କହିଛନ୍ତି। ନେହେରୁ-ଗାନ୍ଧୀଙ୍କ ପରି ସଭରକରଙ୍କ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିଲେ। ସେ କେବଳ ମହାରାଷ୍ଟ୍ର ନୁହଁ ଦେଶର ଦେବତା। ସଭରକରଙ୍କ ନାମରେ ରାଷ୍ଟ୍ର ଅଭିମାନ ଓ ସ୍ଵାଭିମାନ ରହିଛି। ସେହିପରି ରାଉତ କହିଛନ୍ତି ଯେ, ଆମେ ପଣ୍ଡିତ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁ, ତେଣୁ ଆପଣ ମଧ୍ୟ ବୀର ସଭରକରଙ୍କ ଅପମାନ କର ନାହିଁ। (ଏଜେନ୍ସି)
Tags:
Congress
,
rahul gandhi
,
sabharkar
,
sanjaya rout
,
shivsena
Related posts
ଦଶମୂଳ ଚିକିତ୍ସା ପରେ ସୁସ୍ଥ ହେଲେ ମହାପ୍ରଭୃ, ଗଜପତିଙ୍କୁ ଦିଆଗଲା ଖବର
ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସପତ୍ନୀକ ବ୍ରହ୍ମଗିରିରର ଅଲରାନାଥଙ୍କୁ କଲେ ଦର୍ଶନ
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଦୁଇ ସହଯୋଗୀଙ୍କ ଗିରଫ କଲା ଏନଆଇଏ
ଆମେରିକାର ଆକ୍ରମଣ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ….
ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ବୈଠକରେ ଶୋଇପଡିଲେ ଡିଜି, ବିଭିନ୍ନ ମହଲରେ ଚର୍ଚ୍ଚା
ନବୀନଙ୍କ ଅପରେସନ ସଫଳ, ଦୁଇଦିନ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରହିବେ
ଭୁବନେଶ୍ବର ମହାନଗର ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ, ସବୁ ପୋଛି ନେଲା ବିଜେଡି
ସମୁଦ୍ର ଭିତରେ କେମିତି ରହିଲା ଏହି ମନ୍ଦିର, ଯିଏ ଜାଣୁଛି, ସେ ହେଉଛି ଆଶ୍ଚର୍ଯ୍ୟ
ଇରାନରୁ ଫେରିଲେ ଭାରତୀୟ ନାଗରିକ: ମୋଦି ସରକାରଙ୍କ ଉପରେ ଦେଲେ ଆଶ୍ଚର୍ଯ୍ୟଜନକ ଉତ୍ତର
ଗରୁଡ ପୁରାଣ: ଏହି ଜୀବନରେ ଜଣା ପଡିପାରେ ପରବର୍ତ୍ତୀ ଜନ୍ମର ରହସ୍ୟ
ଆଜି ନବୀନଙ୍କ ହେବ ଅପରେସନ, ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ସମୂହ ଦୀପଦାନ