Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Sunday, May 5, 2024 | Last Update : 1:48 AM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
ରାହୁଲଙ୍କୁ ବୟାନକୁ ନେଇ ଅସନ୍ତୁଷ୍ଟ ଶିବସେନା
Samikhsya Bureau
Published:
Dec 14, 2019, 7:36 pm IST
ମହରାଷ୍ଟ୍ର, ୧୪/୧୨:ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ସମର୍ଥନରେ ସରକାର ଗଢିଥିଲେ ମଧ୍ୟ ଏହି ଦୁଇ ପାର୍ଟିଙ୍କ ବୈଚାରିକ ମତଭେଦ ରହିଛି। ଆଜି ଦିଲ୍ଲୀଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ବଞ୍ଚାଅ’ ରାଲିରେ ରାହୁଲ୍ ଦେଇଥିବା ବୟାନକୁ ନେଇ ଶିବସେନା ନାପସନ୍ଦ କରିଛି । ରାହୁଲ୍ ଏହି ରାଲିରେ କହିଥିଲେ ଯେ, ସେ ରାହୁଲ୍ ସବରକର ନୁହଁନ୍ତି, ରାହୁଲ୍ ଗାନ୍ଧି । ଏହି ବୟାନକୁ ନେଇ ଶିବସେନା ନିଜର ଅସନ୍ତୁଷ୍ଟ ପ୍ରକାଶ କରିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ନେହେରୁ-ଗାନ୍ଧୀଙ୍କ ପରି ସଭରକର ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି। ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ସମସ୍ତ ମହାନାୟକଙ୍କୁ ସମ୍ମାନ ଦେବା ଉଚିତ୍। ସଭରକର କେବଳ ମହାରାଷ୍ଟ୍ର ନୁହଁ ପୂରା ଦେଶ ପାଇଁ ଏକ ବରଦାନ ବୋଲି ସେ କହିଛନ୍ତି। ନେହେରୁ-ଗାନ୍ଧୀଙ୍କ ପରି ସଭରକରଙ୍କ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିଲେ। ସେ କେବଳ ମହାରାଷ୍ଟ୍ର ନୁହଁ ଦେଶର ଦେବତା। ସଭରକରଙ୍କ ନାମରେ ରାଷ୍ଟ୍ର ଅଭିମାନ ଓ ସ୍ଵାଭିମାନ ରହିଛି। ସେହିପରି ରାଉତ କହିଛନ୍ତି ଯେ, ଆମେ ପଣ୍ଡିତ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁ, ତେଣୁ ଆପଣ ମଧ୍ୟ ବୀର ସଭରକରଙ୍କ ଅପମାନ କର ନାହିଁ। (ଏଜେନ୍ସି)
Tags:
Congress
,
rahul gandhi
,
sabharkar
,
sanjaya rout
,
shivsena
Related posts
କଂଗ୍ରେସରେ ମିଶିଲେ ଦେବାଶୀଷ ନାୟକ, ବରୀର ପ୍ରାର୍ଥୀ ହୋଇପାରେ ପରିବର୍ତ୍ତନ
କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ଆସନ୍ତାକାଲି ମଧ୍ୟ ଓଡିଶା ଆସୁଛନ୍ତି ଜେ ପି ନଡ୍ଡା
ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ଯୋଡି ଏକ ନମ୍ବର ସ୍ଥାନ ସୁଦୃଢ କଲା ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ
ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ
Breaking News: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କଣ ଅଛି କାର୍ଯ୍ୟକ୍ରମ
ସପ୍ତମ ଭାରତ- ଇଣ୍ଡୋନେସିଆ ଯୁଗ୍ମ ପ୍ରତିରକ୍ଷା ସହଯୋଗ ସମିତି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ
ପଦ୍ମ ପୁରସ୍କାର- ୨୦୨୫ ପାଇଁ ନାମାଙ୍କନ ଆରମ୍ଭ
ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି
ପୁରୀ ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ହେବ, ତାହା ଜାଣିପାରି ସେ ଟିକେଟ ଫେରାଇ ଦେଲେ: ଅଜୟ କୁମାର
ବାଲୁଗାଁ: ଓଡିଆ ଚଳଚିତ୍ର ତଥା ମଞ୍ଚ ଅଭିନେତା ଗୌରାଙ୍ଗ ନାୟକଙ୍କ ପରଲୋକ
ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ: ନାବାଳିକା ଭାଣଜିକୁ ଦୁଷ୍କର୍ମ ଅଭିଯୋଗରେ ମାମୁଁ ଗିରଫ
୨୦୨୪ ଲୋକସଭା ନିର୍ବାଚନ: ଟିକେଟ ଫେରାଇଲା ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଚରିତା