Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲଙ୍କୁ ବୟାନକୁ ନେଇ ଅସନ୍ତୁଷ୍ଟ ଶିବସେନା
ଆଜିର ଖବର

ରାହୁଲଙ୍କୁ ବୟାନକୁ ନେଇ ଅସନ୍ତୁଷ୍ଟ ଶିବସେନା

December 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
  ମହରାଷ୍ଟ୍ର, ୧୪/୧୨:ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ସମର୍ଥନରେ ସରକାର ଗଢିଥିଲେ ମଧ୍ୟ ଏହି ଦୁଇ ପାର୍ଟିଙ୍କ ବୈଚାରିକ ମତଭେଦ ରହିଛି।  ଆଜି ଦିଲ୍ଲୀଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ବଞ୍ଚାଅ’ ରାଲିରେ ରାହୁଲ୍‌ ଦେଇଥିବା ବୟାନକୁ ନେଇ ଶିବସେନା ନାପସନ୍ଦ କରିଛି । ରାହୁଲ୍‌ ଏହି ରାଲିରେ କହିଥିଲେ ଯେ, ସେ ରାହୁଲ୍‌ ସବରକର ନୁହଁନ୍ତି, ରାହୁଲ୍‌ ଗାନ୍ଧି । ଏହି ବୟାନକୁ ନେଇ ଶିବସେନା ନିଜର ଅସନ୍ତୁଷ୍ଟ ପ୍ରକାଶ କରିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ନେହେରୁ-ଗାନ୍ଧୀଙ୍କ ପରି ସଭରକର ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି।  ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ସମସ୍ତ ମହାନାୟକଙ୍କୁ ସମ୍ମାନ ଦେବା ଉଚିତ୍। ସଭରକର କେବଳ ମହାରାଷ୍ଟ୍ର ନୁହଁ ପୂରା ଦେଶ ପାଇଁ ଏକ ବରଦାନ ବୋଲି ସେ କହିଛନ୍ତି। ନେହେରୁ-ଗାନ୍ଧୀଙ୍କ ପରି ସଭରକରଙ୍କ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିଲେ। ସେ କେବଳ ମହାରାଷ୍ଟ୍ର ନୁହଁ ଦେଶର ଦେବତା। ସଭରକରଙ୍କ ନାମରେ ରାଷ୍ଟ୍ର ଅଭିମାନ ଓ ସ୍ଵାଭିମାନ ରହିଛି। ସେହିପରି ରାଉତ କହିଛନ୍ତି ଯେ, ଆମେ ପଣ୍ଡିତ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁ, ତେଣୁ ଆପଣ ମଧ୍ୟ ବୀର ସଭରକରଙ୍କ ଅପମାନ କର ନାହିଁ। (ଏଜେନ୍ସି)

 

BJP Ads
Congress rahul gandhi shivsena
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025
BJP Ads
Latest News

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.