Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଲ୍ମର ମୁଖ୍ୟ ଚରିତ୍ର ପାଇଁ ହକଦାର୍‌ ହେଉଛନ୍ତି ଅପାରଶକ୍ତି : ଆୟୁଷ୍ମାନ ଖୁରାନା
ଆଜିର ଖବର

ଫିଲ୍ମର ମୁଖ୍ୟ ଚରିତ୍ର ପାଇଁ ହକଦାର୍‌ ହେଉଛନ୍ତି ଅପାରଶକ୍ତି : ଆୟୁଷ୍ମାନ ଖୁରାନା

December 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 19/12: ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଭାଇ ଅପାରଶକ୍ତି ଖୁରାନାଙ୍କୁ ଫିଲ୍ମଜଗତରେ ତାଙ୍କର ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରାଇବାରେ ଲାଗିପଡିଛନ୍ତି । ନିଜର ଦକ୍ଷ ଅଭିନୟ ଜରିଆରେ ବେଶ୍‌ ସଫଳତାର ପାହାଚ ଚଢିଛନ୍ତି ଆୟୁଷ୍ମାନ୍‌ । ସେପରି ତାଙ୍କ ଭାଇ ଅପାରଶକ୍ତି ମଧ୍ୟ ଆଗକୁ ବଢୁଛନ୍ତି । ଯେଉଁଠି ଆୟୁଷ୍ମାନ ନିଜର ଅଭିନୟ ପାଇଁ ଲୋକପ୍ରିୟ ହେବା ସହିତ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନ୍ୟାସନାଲ୍‌ ଫିଲ୍ମ ଆଓ୍ବାର୍ଡ ମଧ୍ୟ ଜିତିସାରିଛନ୍ତି । ସେଠାରେ ’ଦଙ୍ଗଲ’, ‘ସ୍ତ୍ରୀ’, ‘ଲୁକା-ଛପି’, ‘ହେପି ଫିର୍‌ ଭାଗ୍‌ ଜାଏଗୀ’ ଓ ନିକଟରେ ରିଲିଜ୍‌ ହୋଇଥିବା ‘ପତି ପତ୍ନୀ ଔର ଓ୍ବ’ରେ ଅପାରଶକ୍ତି ନିଜ ଅଭିନୟ ଦେଖାଇଛନ୍ତି । ଲୋକପ୍ରିୟ ଅଭିନେତା ଆୟୁଷ୍ମାନଙ୍କୁ କହିଛନ୍ତି ଯେ, ତାଙ୍କ ସାନ ଭାଇ ଫିଲ୍ମର ମୁଖ୍ୟ ଭୂମିକା ପାଇଁ ଯୋଗ୍ୟ ଅଟନ୍ତି । ତାଙ୍କୁ ମୁଖ୍ୟ ଭୂମିକା ମିଳିବା ଦରକାର ।

ଏକ ମିଡିଆ କାର୍ଯ୍ୟକ୍ରମରେ ଆୟୁଷ୍ମାନ କହିଛନ୍ତି ଯେ, ‘ଆକ୍ଟର ଭୂମିକାରେ ଲୋକଙ୍କୁ ଆକର୍ଷିତ କରିବା ବହୁତ କଠିନ କାମ । ନିକଟରେ ଅପାରଶକ୍ତି ଫିଲ୍ମରେ ବେଶ୍‌ ଭଲ କରିଛନ୍ତି । ଏବେ ମୋତେ ଲାଗୁଛି ଯେ ସେ ମୁଖ୍ୟ ଭୂମିକା ନିଭାଇବାକୁ ହକଦାର । (ଏଜେନ୍ସି)

ayushman khurana
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026
Latest News

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.