Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି
ଆଜିର ଖବର

ଓଡିଶାର ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି

December 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୦/୧୨: ଓଡିଶା ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଜିଲ୍ଲା ନିମନ୍ତେ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ୧୫ ଏବଂ ୧୬ ତାରିଖ ଦୁଇ ଦିନ ଧରି ନିର୍ବାଚନ ହେବା ପରେ ବିଜେପିର ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ଆନୁଷ୍ଠାନିକ ଭାବରେ ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି।

ଜିଲ୍ଲା ସଭାପତିଙ୍କ ତାଲିକା:

୧-ଅନୁଗୁଳ: ଦିଲେଶ୍ବର ପ୍ରଧାନ
୨-ଢେଙ୍କାନାଳ : ନରେଶ ମହାପାତ୍ର
୩-କଟକ ନଗର : ଲଲାଟେନ୍ଦୁ ବଡୁ
୪-କଟକ ସଦର : ପ୍ରକାଶ ଚନ୍ଦ୍ର ବେହେରା
୫-ଜଗତସିଂହପୁର : ସତ୍ୟବ୍ରତ ମହାପାତ୍ର
୬-କେନ୍ଦ୍ରପଡା : କିଶୋର ପଣ୍ଡା
୭-ଯାଜପୁର : ଗୌତମ ରାୟ
୮-ଭଦ୍ରକ : ହେମନ୍ତ ପାଢୀ
୯-ବାଲେଶ୍ବର : ଉମାକାନ୍ତ ମହାପାତ୍ର
୧୦-ବାରିପଦା : କାନ୍ଦରା ସୋରେନ
୧୧-ରାଇରଙ୍ଗପୁର : ନବଚରଣ ମାଝୀ
୧୨-କେନ୍ଦୁଝର : ଅଂଶୁମାନ ସବୁଜ ମହନ୍ତ ବର୍ମା
୧୩-ସୁନ୍ଦରଗଡ(ବଣାଇ) : ଅନୀଲ ବର୍ମା
୧୪-ସୁନ୍ଦରଗଡ (ପାନପୋଷ) : ଲତିକା ପଟ୍ଟନାୟକ
୧୫-ସୁନ୍ଦରଗଡ : ଭବାନୀ ଭୋଇ
୧୬-ଝାରସୁଗୁଡା : ମଙ୍ଗଳ ସାହୁ
୧୭-ଦେବଗଡ : ମୀନକେତନ ପ୍ରଧାନ
୧୮-ସମ୍ବଲପୁର : ଗିରିଶ ପଟେଲ
୧୯-ବରଗଡ : ଅଶ୍ବିନୀ ଷଡଙ୍ଗୀ
୨୦-ବୌଦ୍ଧ : ବିପ୍ର ଚରଣ ମହାନ୍ତି
୨୧-ସୁବର୍ଣ୍ଣପୁର : ପ୍ରମୋଦ ମହାପାତ୍ର
୨୨-ବଲାଙ୍ଗୀର : ଶିବାଜୀ ମହାନ୍ତି
୨୩-ନୂଆପଡା : ସୁବ୍ରତ ଠାକୁର
୨୪-କନ୍ଧମାଳ : ଜଗନ୍ନାଥ ସାହୁ
୨୫-ନବରଙ୍ଗପୁର :ଜଗଦୀଶ ବିଶୋଇ
୨୬-କୋରାପୁଟ : ସୁମନ୍ତ ପ୍ରଧାନ
୨୭-ମାଲକାନଗିରି : ଆଦିତ୍ୟ ମାଢୀ
୨୮-ରାୟଗଡା : ଶିବ ପଟ୍ଟନାୟକ
୨୯-ଗଜପତି : କେ ନାରାୟଣ ରାଓ
୩୦-ଗଞ୍ଜାମ : ବିଭୂତି ଜେନା
୩୧-ଘୁମୁସୁର : ଗୋକୁଳାନନ୍ଦ ମଲ୍ଲିକ
୩୨-ନୟାଗଡ : ଲାଲା ମନୋଜ ରାୟ
୩୩-ଖୋର୍ଦ୍ଧା : ରଶ୍ମି ରଞ୍ଜନ ମହାପାତ୍ର
୩୪-ପୁରୀ : ଆଶ୍ରିତ ପଟ୍ଟନାୟକ

BJP
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Latest News

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.