Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ଆର୍‌ସି ଲାଗୁ ହେଲେ ଛତିଶଗଡର ଅର୍ଦ୍ଧାଧିକ ଲୋକ ନିଜର ନାଗରିକତା ପ୍ରମାଣରେ ବିଫଳ ହେବେ : ରୂପେଶ ବାଘେଲ
ଆଜିର ଖବର

ଏନ୍‌ଆର୍‌ସି ଲାଗୁ ହେଲେ ଛତିଶଗଡର ଅର୍ଦ୍ଧାଧିକ ଲୋକ ନିଜର ନାଗରିକତା ପ୍ରମାଣରେ ବିଫଳ ହେବେ : ରୂପେଶ ବାଘେଲ

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାୟପୁର, 21/12 : ଏନ୍‌ଆରସିକୁ ନେଇ ନିଜର ମତ ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ । ରାଜ୍ୟରେ ଏନ୍‌ଆରସି ଲାଗୁ ହେଲେ 50 ପ୍ରତିଶତ ଲୋକ ନାଗରିକତା ପ୍ରମାଶ କରିବାରେ ଅସମର୍ଥ ହେବେ ବୋଲି ବାଘେଲ ମତ ଦେଇଛନ୍ତି । ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଏହି ମତ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ ।ଛତିଶଗଡର ଅଧିକ ଜନତା ନିରକ୍ଷର ଏବଂ ଅନ୍ୟ ରାଜ୍ୟରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏନ୍‌ଆରସି ଲାଗୁ ହେବା ଫଳରେ 50ରୁ 100 ବର୍ଷ ପୂରୂଣା ଦସ୍ତାବିଜ ସାଧାରଣ ଲୋକ କେଉଁଠାରୁ ଆଣିବେ ବୋଲି ବାଘେଲ ପ୍ରଶ୍ନ କରିଛନ୍ତି । 1906 ମସିହାରେ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ସରକାରଙ୍କ ଭେଦଭାବ ନିୟମ ସହିତ ଏନ୍‌ଆରସି ସମାନ ବୋଲି ବାଘେଲ କହିଥିଲେ । ମହତ୍ମା ଗାନ୍ଧୀ ସେ ସମୟରେ ଭେଦଭାବକୁ ବିରୋଧ କରିଥିବା ବେଳେ ବର୍ତ୍ତମାନ ଦେଶବାସୀ ଏନ୍‌ଆରସିକୁ ବିରୋଧ କରୁଛନ୍ତି । ଏହା ସହିତ ଏନ୍‌ଆରସି ଲାଗୁ ନେଇ ଏନ୍‌ଡିଏ ସରକାରକୁ ମଧ୍ୟ ସମାଲୋଚନା କରିଥିଲେ ବାଘେଲ । (ଏଜେନ୍ସୀ)

chhatisgarh NRC
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.