Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଲିଠାରୁ ଜିଓର ନୂଆ ବର୍ଷ ଅଫର, ୨୦୨୦ ଟଙ୍କାରେ ଏକ ବର୍ଷ ପାଇଁ କଣ ପାଇବେ ଜାଣି ନିଅନ୍ତୁ
ଆଜିର ଖବର

କାଲିଠାରୁ ଜିଓର ନୂଆ ବର୍ଷ ଅଫର, ୨୦୨୦ ଟଙ୍କାରେ ଏକ ବର୍ଷ ପାଇଁ କଣ ପାଇବେ ଜାଣି ନିଅନ୍ତୁ

December 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Reliance-Jio-Happy-New-Year-offer

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ମୁକେଶ ଆମ୍ବାନୀ କଂପାନୀ ଜିଓ ତରଫରୁ ଗ୍ରାହକମାନଙ୍କ ନିମନ୍ତେ ନୂଆ ବର୍ଷ ପାଇଁ କରାଯାଇଛି ଏକ ବଡ ଘୋଷଣା। ୨୦୨୦ ବର୍ଷକୁ ଦୃଷ୍ଟିରେ ରଖି କଂପାନୀ କରିଛି ଏହି ଘୋଷଣା। ଘୋଷଣା ଅନୁସାରେ ଜିଓ ଗ୍ରାହକମାନେ ୨୦୨୦ ଟଙ୍କାର ରିଚାର୍ଜ କଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ସେବା ମାଗଣା ମିଳିପାରିବ। ଅର୍ଥାତ ଏହି ରିଚାର୍ଜରେ ଗ୍ରାହକମାନେ ମାଗଣା କଲ, ଏସଏମଏସ ଏବଂ ଡାଟା ପ୍ୟାକ ହାସଲ କରିପାରିବେ। ଯେଉଁମାନେ ବର୍ତ୍ତମାନ ଜିଓ ଗ୍ରାହକ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ତେବେ ଯେଉଁମାନେ ନୂଆ ଗ୍ରାହକ ହେବେ ସେମାନଙ୍କ ପାଇଁ ଆହୁରି ଲାଭ ଦାୟକ ଅଫର ଘୋଷଣା କରାଯାଇଛି। ତାହା ହେଲା ନୂଆ ଗ୍ରାହକ ୨୦୨୦ ଟଙ୍କା ଦେଲେ ସେମାନଙ୍କୁ ମିଳିବ ମାଗଣା ଜିଓ ଫୋନ ସହିତ ଏକ ବର୍ଷ ପାଇଁ ଅସୀମିତ ମାଗଣା କଲ। ଏଥିସହିତ ପ୍ରତିଦିନ ଏକଶହ ମାଗଣା ଏସଏମଏସ  ଏବଂ ୦.୫ ଜିବି ଡାଟା ମଧ୍ୟ ମିଳିବ।ଏହି ଅଫର ଆସନ୍ତାକାଲିଠାରୁ ଆରମ୍ଭ ହେବ। ତେବେ ଜିଓ ତରଫରୁ ଏପରି ଅଫର ଘୋଷଣା ହେବା ପରେ ଅନ୍ୟ ମୋବାଇଲ ସେବାକାରୀ ସଂସ୍ଥା ଚିନ୍ତାରେ ପଡିଯାଇଛନ୍ତି।

JioNewYearsOffer
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026
Latest News

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.