Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶପଥଗ୍ରହଣ ସମାରୋହକୁ ସୋନିଆଙ୍କୁ ନିମନ୍ତ୍ରଣ ଜଣାଇବେ ସୋରେନ୍‌
ଆଜିର ଖବର

ଶପଥଗ୍ରହଣ ସମାରୋହକୁ ସୋନିଆଙ୍କୁ ନିମନ୍ତ୍ରଣ ଜଣାଇବେ ସୋରେନ୍‌

December 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଝାଡଖଣ୍ଡ, 25/12: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ୍‌ 29 ଡିସେମ୍ବରରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ ଜଣାଇବବା ପାଇଁ ସୋନିଆଙ୍କ ସହ ସାକ୍ଷାତ କରିବେ ବୋଲି ଜଣାପଡିଛି।

ହେମନ୍ତ ସୋରେନ୍‌ କଂଗ୍ରେସର ଶୀର୍ଷ ନେତାମାନଙ୍କ ସହିତ ସାକ୍ଷାତ କରି ସରକାର ଗଢିବା ନେଇ ଚର୍ଚ୍ଚା ମଧ୍ୟ କରିବେ। ରାଜ୍ୟରେ ଜେଏମଏମ୍‌ କଂଗ୍ରେସ ଓ ଆରଜେଡି ସହ ମିଶି ନିର୍ବାଚନ ଜିତିଛି । ମିଳିଥିବା ସୂଚନା ଅନୁସାରେ ରାଜେନ୍ଦ୍ର ସିଂହ  କିମ୍ବା ଆଲମଗିରି ଆଲମ୍‌ଙ୍କ ମଧ୍ୟରୁ କଂଗ୍ରେସର ଜଣେ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି ଉପସ୍ଥାପନା କରିପାରନ୍ତି। ମଙ୍ଗଳବାର ଦିନ ହେମନ୍ତ ସୋରେନ୍‌ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଥିଲେ। ହେମନ୍ତ ସୋରେନ ନିଜର ଅନ୍ୟ ସହଯୋଗୀଙ୍କ ସହିତ ଡିସେମ୍ବର ୨୯ ଅପରାହ୍ନ ୧ଟାରେ ରାଞ୍ଚିର ମୋରାବାଦୀ ମଇଦାନରେ ମୁଖ୍ୟମନ୍ତ୍ରୀ ପଦ ରୂପେ ଶପଥ ଗ୍ରହଣ କରିବେ।

୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ସୋରେନ୍‌ଙ୍କ ନେତୃତ୍ବରେ ମହାମେଣ୍ଟ 47ଟି ଆସନରେ ବିଜୟୀ ହୋଇଛି। ଏହି ମହାମେଣ୍ଟକୁ ବାବୁଲାଲ୍‌ ମାରାଣ୍ଡିଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ବିକାଶ ମୋର୍ଚ୍ଚା – ପ୍ରଜାତନ୍ତ୍ରିକର ମଧ୍ୟ ସମର୍ଥନ ମିଳିଛି ।

hemanta soren JharakhandElection sonia gandhi
Share. Facebook Twitter LinkedIn Email WhatsApp Copy Link

Related Posts

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ସର୍ବଭାରତୀୟ ରେଳ ହିନ୍ଦୀ କୁଇଜ୍ ପ୍ରତିଯୋଗିତା: ତୃତୀୟ ସ୍ଥାନ ହାସଲ କଲା ପୂର୍ବତଟ ରେଳପଥ

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.