Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଇକୁ ଭାଇ ସହିତ ବିରୋଧରେ ଲଢେଇ କରାଇଲେ, ବିକାଶ ହେବ ନାହିଁ : ରାହୁଲ୍‌ ଗାନ୍ଧି
ଆଜିର ଖବର

ଭାଇକୁ ଭାଇ ସହିତ ବିରୋଧରେ ଲଢେଇ କରାଇଲେ, ବିକାଶ ହେବ ନାହିଁ : ରାହୁଲ୍‌ ଗାନ୍ଧି

December 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଛତିଶଗଡ଼, 27/12: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ଛତିଶଗଡ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ରାହୁଲ୍‌ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦି ସରକାର ନୋଟ ବନ୍ଦୀ ଓ ଜିଏସ୍‌ଟି ଲାଗୁ କରି ଲୋକଙ୍କ ରୋଜଗାର ଛଡାଇ ନେଲେ ଏବେ ଭାଇକୁ ଭାଇ ସହିତ ଲଢାଉଛନ୍ତି। ଏପରି କଲେ ବିକାଶ ହେବ ନାହିଁ।

କାର୍ଯ୍ୟକ୍ରମରେ ରାହୁଲ୍‌ କହିଛନ୍ତି ଯେ, ବିବିଧତା ମଧ୍ୟରେ ଏକତା ହିଁ ଆମର ଶକ୍ତି ଓ ସମସ୍ତଙ୍କୁ ଯୋଡ଼ି ରଖିବା ଦ୍ବାରା ଦେଶର ଶକ୍ତି ବଢିବ। ଭାଇକୁ ଭାଇ ସହିତ ଲଢାଇ କରିବା ଦ୍ବାରା ଦେଶର ବିକାଶ ହେବ ନାହିଁ। ଯେପର୍ଯ୍ୟନ୍ତ ଦେଶର ସମସ୍ତ ଲୋକ ଏକଜୁଟ୍‌ ହେବେ ନାହିଁ କି ସମସ୍ତଙ୍କ ସ୍ବର ବିଧାନସଭା, ଲୋକସଭାରେ ଶୁଭିବ ନାହିଁ , ସେ ପର୍ଯ୍ୟନ୍ତ ଦେଶରୁ ବେକାରୀ ସମସ୍ୟା ଓ ଅର୍ଥ ବ୍ୟବସ୍ଥା ଉପରେ କିଛି କରାଯାଇପାରିବ ନାହିଁ। ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଉଦ୍‌ଘାଟନ ପରେ ଆଦିବାସୀଙ୍କ ସହିତ ରାହୁଲ୍‌ ନୃତ୍ୟ କରିଥିବାର ଦେଖିବାକୁ ମିଳିଥିଲା। (ଏଜେନ୍ସି)

modi govt. rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.