Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣଜୀ ଟ୍ରଫି : ହ୍ୟାଟ୍ରିକ୍‌ ବିଜୟ ସହିତ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଓଡିଶା
ଆଜିର ଖବର

ରଣଜୀ ଟ୍ରଫି : ହ୍ୟାଟ୍ରିକ୍‌ ବିଜୟ ସହିତ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଓଡିଶା

December 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କଟକ, 28/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଡିଶା 10 ଓ୍ବିକେଟ୍‌ରେ ବିଜୟୀ ହୋଇଛି । କ୍ରମାଗତ ତୃତୀୟ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଓଡିଶା 3 ଟି ମ୍ୟାଚ୍‌ରୁ 21 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ଚତୁର୍ଥ ଇନିଂସରେ ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଦଳ କୌଣସି ଓ୍ବିକେଟ ନହରାଇ 60 ରନ୍‌ ସଂଗ୍ରହ କରିଥିଲା । ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବସନ୍ତ ମହାନ୍ତିଙ୍କ 6 ଓ୍ବିକେଟ୍‌ ଫଳରେ ଉତ୍ତରାଖଣ୍ଡ 117 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଜବାବରେ ଶାନ୍ତନୁ ମିଶ୍ର(110)ଙ୍କ ଶତକ ସହାୟତାରେ ଓଡିଶା 253 ରନ୍‌ ସଂଗ୍ରହ କରିଥିଲା । 116 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ପକ୍ଷରୁ ତୃତୀୟ ଇନିଂସରେ ସୂର୍ଯ୍ୟକାନ୍ତ ପ୍ରଧାନ 5 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ 195 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଓଡିଶା କୌଣସି ଓ୍ବିକେଟ୍‌ ନହରାଇ ବିଜୟ ହାସଲ କରିବା ସହିତ ବୋନସ ପଏଣ୍ଟ ହାସଲ କରିଥିଲା ।
ସଂକ୍ଷିପ୍ତ ସ୍କୋର :
ଉତ୍ତରାଖଣ୍ଡ ପ୍ରଥମ ଇନିଂସ 117, ଦୀକ୍ଷାଂଶୁ ନେଗୀ:36, ବସନ୍ତ ମହାନ୍ତି :17/6
ଓଡିଶା ପ୍ରଥମ ଇନିଂସ : 253, ଶାନ୍ତନୁ ମିଶ୍ର 110, ସନ୍ନି ରାଣା : 45/3
ଉତ୍ତରାଖଣ୍ଡ ଦ୍ବିତୀୟ ଇନିଂସ 195, ଧନରାଜ ଶର୍ମା:50, ସୂର୍ଯ୍ୟକାନ୍ତ ପ୍ରଧାନ :63/5
ଓଡିଶା ଦ୍ବିତୀୟ ଇନିଂସ : 60/0, ଶାନ୍ତନୁ ମିଶ୍ର 29*

Odisha ranjitrophy uttarakhand
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.