Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏ ସମର୍ଥନରେ ମୋଦିଙ୍କ ସୋସିଆଲ ମିଡିଆ କ୍ୟାମ୍ପେନିଂ
ଆଜିର ଖବର

ସିଏଏ ସମର୍ଥନରେ ମୋଦିଙ୍କ ସୋସିଆଲ ମିଡିଆ କ୍ୟାମ୍ପେନିଂ

December 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, 30/12: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ କାନୁନ୍‌ (ସିଏଏ)ର ସମର୍ଥନ ପାଇଁ ଅନଲାଇନ୍‌ ପ୍ରଚାର ଆରମ୍ଭ କରିଛନ୍ତି । ହ୍ୟାଜଟ୍ୟାଗ୍‌ ଇଣ୍ଡିଆ ସପୋର୍ଟସ୍‌ ସିଏଏ ହ୍ୟାଜ୍‌ଟ୍ୟାଟ୍‌ ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟୁଇଟ୍‌ କରି କ୍ୟାମ୍ପନେର ଆରମ୍ଭ କରି ଲେଖିଛନ୍ତି ଯେ, ‘ଭାରତ ସିଏଏର ସମର୍ଥନ କରୁଛି, କାରଣ ସିଏଏ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତା ଦେବା  ଉଦ୍ଦେଶ୍ୟରେ, ଏହା କାହାର ନାଗରିକତା ଛଡାଇବା ଉଦ୍ଦେଶ୍ୟରେ ନୁହେଁ । ନମୋ ଆପ୍‌ରେ ସିଏଏ ସମ୍ପର୍କିତ କିଛି ପ୍ରମାଣପତ୍ର, ଭିଡିଓ ଓ ସୂଚୀ ରହିଛି । ଆପଣମାନେ ଏହି ସମର୍ଥନରେ ଅଭିଯାନ ଚଲାନ୍ତୁ ବୋଲି ମୋଦି କହିଛନ୍ତି । (ଏଜେନ୍ସି)

narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ: କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟ

November 21, 2025

ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

November 21, 2025

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

November 21, 2025

ବାର୍ଷିକ ଏଚଏସସି ପରୀକ୍ଷାର ଫର୍ମ ପୂରଣର ଅବଧି ବୃଦ୍ଧି

November 21, 2025
Latest News

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ: କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟ

November 21, 2025

ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

November 21, 2025

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

November 21, 2025

ବାର୍ଷିକ ଏଚଏସସି ପରୀକ୍ଷାର ଫର୍ମ ପୂରଣର ଅବଧି ବୃଦ୍ଧି

November 21, 2025

ଏହି ରାଶିର ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ, ପଢନ୍ତୁ ଦୈନିକ ରାଶିଫଳ

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.