Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»6 କୋଟି ଚାଷୀଙ୍କୁ ମିଳିବ ନବବର୍ଷ ଉପହାର : ଆଜିଠୁ ଜାରି ହେବ ପିଏମ୍‌-କିଶାନ ସମ୍ମାନ ନିଧି କିସ୍ତି
ଆଜିର ଖବର

6 କୋଟି ଚାଷୀଙ୍କୁ ମିଳିବ ନବବର୍ଷ ଉପହାର : ଆଜିଠୁ ଜାରି ହେବ ପିଏମ୍‌-କିଶାନ ସମ୍ମାନ ନିଧି କିସ୍ତି

January 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
JAMSHEDPUR, DEC 3 (UNI):- Prime Minister Narendra Modi addressing an election campaign rally for the BJP candidates from entire Kolhan seats for the forthcoming 2nd phase of Assembly Election-2019 in Jamshedpur, Jharkhand on Tuesday. UNI PHOTO-57U

ନୂଆଦିଲ୍ଲୀ, 2/1: ନରେନ୍ଦ୍ର ମୋଦି ଆଜି ଦେଶର 6 କୋଟି ଚାଷୀଙ୍କୁ ନବବର୍ଷର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ପିଏମ୍‌-କିଶାନ ସମ୍ମାନ ନିଧି ଅନ୍ତର୍ଗତ ଡିସେମ୍ବର ମାସର କିସ୍ତି ସ୍ବରୂପ 12,000 କୋଟି ଦେବେ । ମୋଦି କର୍ଣ୍ଣାଟକ ଗସ୍ତ ଅବସରରେ ଚାଷୀମାନଙ୍କୁ ଏହି ଉପହାର ପ୍ରଦାନ କରିବେ ।

ପିଏମ୍‌-କିଶାନ ସମ୍ମାନ ନିଧି ଯୋଜନାର ଲାଭ ସାରା ଦେଶର ଚାଷୀ ଉଠାଉଛନ୍ତି । କିନ୍ତୁ ଏହା ପଶ୍ଚିମବଙ୍ଗର 70 ଲକ୍ଷ ଚାଷୀ ବଞ୍ଚିତ ରହୁଛନ୍ତି । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଯୋଜନା ଉପରେ ଆପତ୍ତି ଦର୍ଶାଇବା ସହିତ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିନାହାନ୍ତି ।

ଏହି ଯୋଜନାରେ ଚାଷୀ ପରିାବରକୁ ବାର୍ଷିକ 6000ଟଙ୍କା ସିଧାସଳଖ ହସ୍ତାନ୍ତର କରାଯିବ । ତିନି ମାସ ମଧ୍ୟରେ ଏହି ରାଶି ଚାଷୀଙ୍କ ପାଖକୁ 2000 ଟଙ୍କା କିସ୍ତି ଆକାରରେ ପହଞ୍ଚିବ । ଏହି ଯୋଜନା ଗତ ବର୍ଷ ଡିସେମ୍ବର ମାସରୁ ଲାଗୁ କରାଯାଇଛି ।

କେନ୍ଦ୍ର ସରକାର 29 ଡିସେମ୍ବର ପର୍ଯ୍ୟନ୍ତ ପାଖାପାଖି 9.2 କୋଟି ଚାଷୀଙ୍କ ଡାଟା ସଂଗ୍ରହ କରିଛନ୍ତି । ଉତ୍ତର ପ୍ରଦେଶରେ 2.4 କୋଟି ଚାଷୀ ରହିଛନ୍ତି, ଯେଉଁଥିରେ 2 କୋଟି ଚାଷୀଙ୍କ ଡାଟା ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ, ଗତ ବର୍ଷ ତତ୍କାଳୀନ ଅର୍ଥ ମନ୍ତ୍ରୀ ପୀୟୁଷ୍‌ ଗୋଏଲ୍‌ ଅନ୍ତରୀଣ ବଜେଟ୍‌ରେ ଏହି ଯୋଜନାର ଘୋଷଣା କରିଥିଲେ ।

narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026
Latest News

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.