Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଭର୍‌କର୍‌ ମହାନ ଥିଲେ ଓ ମହାନ୍‌ ରହିବେ : ସଞ୍ଜୟ ରାଉତ
ଆଜିର ଖବର

ସଭର୍‌କର୍‌ ମହାନ ଥିଲେ ଓ ମହାନ୍‌ ରହିବେ : ସଞ୍ଜୟ ରାଉତ

January 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 3/1: କଂଗ୍ରେସ ସେବା ଦଳ ଦ୍ବାରା ପ୍ରକାଶିତ ବିନାୟକ ସଭରକର୍‌ଙ୍କ ଉପରେ ବିବାଦୀୟ ବୁକ୍‌ଲେଟ୍‌କୁ ନେଇ ବିବାଦ ବଢିଯାଇଛି । ଭାରତୀୟ ଜନତା ଦଳ ଓ ବିନାୟକ ସଭରକର୍‌ଙ୍କ ଅଣନାତି ଏହା ଉପରେ ପ୍ରଶ୍ନ କରିଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏବେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ବୀର ସଭରକର୍‌ ଜଣେ ମହାନ୍‌ ବ୍ୟକ୍ତି ଥିଲେ ଓ ସର୍ବଦା ମହାନ୍‌ ବ୍ୟକ୍ତି ହୋଇ ରହିବେ । ଯଦି କୌଣସି ବର୍ଗ ତାଙ୍କ ବିରୁଦ୍ଧରେ କିଛି କହୁଛି, ତେବେ ସେମାନଙ୍କ ମୁଣ୍ଡରେ ଖରାପ ଜିନିଷ ଭରି ହୋଇ ରହିଛି ।  ସେମାନଙ୍କର ମସ୍ତିଷ୍କ ଯାଞ୍ଚ ହେବା ଦରକାର ।  ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ବୁକ୍‌ଲେଟ୍‌ ମହାରାଷ୍ଟ୍ରକୁ ଆସିବ ନାହିଁ । ଆମକୁ କେହି ସାବରକର୍‌ଙ୍କ ବିଷୟରେ ଶିଖାଇବା ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ, ଏହି ବୁକ୍‌ଲେଟ୍‌ରେ ସଭରକରଙ୍କୁ ନେଇ ଆପତ୍ତିଜନକ ତଥ୍ୟ ରହିଛି । (ଏଜେନ୍ସି)

sanjayarawt
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.