Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍‌ବୁକ୍‌ର 4 ନୂତନ ବୈଶିଷ୍ଟ୍ୟ
ଆଜିର ଖବର

ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍‌ବୁକ୍‌ର 4 ନୂତନ ବୈଶିଷ୍ଟ୍ୟ

January 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍‌ବୁକ୍ ପକ୍ଷରୁ 4ଟି ନୂତନ ବୈଶିଷ୍ଟ୍ୟ ଯୋଡାଯାଇଛି । ପ୍ରାଇଭେସୀ ଚେକ୍‌ଅପ୍‌ ଟୁଲ୍‌ ଶେଷଥର ପାଇଁ 2014ରେ ଅପ୍‌ଡେଟ୍‌ କରାଯାଇଥିଲା । ସେହପରି କିଛି ପୋଷ୍ଟ ବା ସେୟାର କଲେ କିଏ ଦେଖିପାରିବେ ତା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିପାରିବେ । ସେହିପରି ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଫଟୋ ଏବଂ ଫୋନ୍‌ ନମ୍ବର କିଏ ଦେଖିବେ ତାହା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିବେ । ସେହିପରି ନିଜ ପାସଓ୍ବାର୍ଡକୁ ବଦଳାଇ ଦୃଢ ପାସଓ୍ବାର୍ଡ ରଖିବା ପାଇଁ ଫେସବୁକ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୋମବାର ଏକ ବ୍ଲଗ୍‌ପୋଷ୍ଟ ଜରିଆରେ ଫେସ୍‌ବୁକ୍‌ ପକ୍ଷରୁ ଏହି ସୂଚନା ଦେଇଛି ।

ସେହିପରି ଫେସ୍‌ବୁକ୍‌ରେ ଆପଣଙ୍କୁ କିଏ ଖୋଜି ପାରିବେ ତାହା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିପାରିବେ । ଫେସ୍‌ବୁକ୍‌ର ଡାଟା ସେଟିଂକୁ ଯାଇ କିଏ ଆପଣଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବେ ତାହା ବ୍ୟବହାରକାରୀ ସ୍ଥିର କରିବେ । କୌଣସି ଆପ୍‌ରେ କିଛି ସେୟାର କରିବାକୁ ଚାହୁଁଥିଲେ ଡାଟା ସେଟିଂ ଜରିଆରେ ଏହାକୁ ଏଡିଟ୍‌ କରାଯାଇପାରିବ । ସେହିପରି ପ୍ରାଇଭାସୀ ଚେକ୍‌ଅପ୍‌ ଆଇକନ୍‌ରେ କ୍ଲିକ୍‌ କରି ନୂତନ ଭାବରେ ଅପଡେଟ୍‌ ହୋଇଥିବା ବୈଶିଷ୍ଟ୍ୟର ଲାଭ ଉଠାଇ ପାରିବେ ଫେସ୍‌ବୁକ୍‌ ବ୍ୟବହାରକାରୀ । (ଏଜେନ୍ସୀ)

facebook
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026
Latest News

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.