Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜ ଜନ୍ମମାଟିରେ ଶରଣାର୍ଥୀ ହୋଇଥିବା କାଶ୍ମୀର ପଣ୍ଡିତଙ୍କ କାହାଣୀ : ‘ଶିକାରା – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍‌ କାଶ୍ମୀର ପଣ୍ଡିତ୍‌’
ଆଜିର ଖବର

ନିଜ ଜନ୍ମମାଟିରେ ଶରଣାର୍ଥୀ ହୋଇଥିବା କାଶ୍ମୀର ପଣ୍ଡିତଙ୍କ କାହାଣୀ : ‘ଶିକାରା – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍‌ କାଶ୍ମୀର ପଣ୍ଡିତ୍‌’

January 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ :  ଆଜି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିକାରା – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍‌ କାଶ୍ମୀର ପଣ୍ଡିତ୍‌’ର ଟ୍ରେଲର୍‌ର ରିଲିଜ୍‌ ହୋଇଛି । ଫିଲ୍ମରେ ଆଦିଲ୍‌ ଖାନ୍‌ ଓ ସାଦିଆ ଲିଡ୍‌ରୋଲ୍‌ରେ ନଜର ଆସିଛନ୍ତି । ଏହି ଦୁଇ କଳାକାରଙ୍କ ଏହା ହେଉଛି ପ୍ରଥମ ଫିଲ୍ମ । ଫିଲ୍ମରେ 4 ଲକ୍ଷ କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଦର୍ଶାଯାଇଛି । ନିଜ ମାଟିରେ ଶରଣାର୍ଥୀ ହୋଇଥିବା କାଶ୍ମୀର ପଣ୍ଡିତଙ୍କ ଉପରେ ଫିଲ୍ମଟି ପର୍ଯ୍ୟବସିତ । ନିଜ ଜନ୍ମମାଟିରେ ନିଜର ଅସ୍ତିତ୍ବ ଖୋଜୁଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖ ଦୁର୍ଦ୍ଦଶାକୁ ଏହି ଟ୍ରେଲ୍‌ରରେ ଦେଖାଯାଇଛି । ଭାବନାର ଉତ୍ଥାନ ଓ ପତନ ସହିତ  ଏହି ଫିଲ୍ମରେ ଏକ ଗୁଜୁରାଟୀ ପ୍ରେମକାହାଣୀକୁ ମଧ୍ୟ ସମାନ୍ତରାଳ ଭାବେ ଦର୍ଶାଯାଇଛି । ଏହି ପ୍ରେମ କାହାଣୀ ସହିତ ନିର୍ଦ୍ଦେଶକ କାଶ୍ମୀର ପଣ୍ଡିତ୍‌ମାନଙ୍କର ପୀଡାକୁ ମଧ୍ୟ ଦେଖାଇବାର ପ୍ରଚେଷ୍ଟା କରିଛନ୍ତି । ଫିଲ୍ମଟି ଫେବୃଆରୀ 7 ତାରିଖରେ ପରଦା ଉପରକୁ ଆସିବାର ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.