Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଏସଏସ୍‌ କେବଳ ହିନ୍ଦୁମାନଙ୍କର ସଙ୍ଗଠନ ନୁହେଁ : ଦିଗ୍‌ବିଜୟ ସିଂହ
ଆଜିର ଖବର

ଆରଏସଏସ୍‌ କେବଳ ହିନ୍ଦୁମାନଙ୍କର ସଙ୍ଗଠନ ନୁହେଁ : ଦିଗ୍‌ବିଜୟ ସିଂହ

January 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Government Should Produce Evidence Of Air Strike: Digvijaya Singh
Government Should Produce Evidence Of Air Strike: Digvijaya Singh

ଭୋପାଳ : କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଭୋପାଳର ସେବାଦଳ ପ୍ରଶିକ୍ଷଣ ଶିବିର ସମ୍ମେଳନରେ ସାମିଲ ହୋଇ ସମୟ ଅତିବାହିତ କରିଛନ୍ତି।ଏହି ଅବସରରେ ଦିଗବିଜୟ କହିଛନ୍ତି ଯେ, ଆଜି ଦୁନିଆରେ ବିଚାରଧାରାର ଲଢେଇ ଚାଲିଛି। ଭାରତରେ ସଂସ୍କାର ଯୋଡ଼ାଯାଇଥାଏ, କିନ୍ତୁ ଏବେ ଦେଶରେ ଏହାକୁ ଭଙ୍ଗାଯିବାର ପ୍ରଚେଷ୍ଟା ଚାଲିଛି। ଦିଗ୍‌ବିଜୟ ସିଂହ ଆରଏସ୍‌ଏସକୁ ଟାର୍ଗେଟ କରି କହିଛନ୍ତି ଯେ, ସ୍ବାଧୀନତା ପରେ ଆରଏସ୍‌ଏସ୍‌ ସମ୍ବିଧାନ ବିରୋଧୀ ରୂପେ ରହିଆସିଛି। ନରେନ୍ଦ୍ର ମୋଦି ଲାଠି ଦ୍ବାରା ଦେଶକୁ ଚଳାଇବାକୁ ଚାହୁଁଛନ୍ତି, ଯାହା ଏବେ କଦାପି ସମ୍ଭବ ନୁହେଁ। ଦୁନିଆରେ ସବୁ ଦେଶରେ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ ନିୟମ ରହିଛି।  ଆରଏସଏ୍‌ସ୍‌ କେବଳ ହିନ୍ଦୁମାନଙ୍କର ସଙ୍ଗଠନ ନୁହେଁ, ଏହାର ମୂଳ ବିଚାରଧାରା ହେଉଛି ଫାଶୀବାଦ। ଆରଏସଏସ୍‌ ମାନସିକତାକୁ ଭାଙ୍ଗିଥାଏ। ଯେତେବେଳେ କଂଗ୍ରେସ ବିଚାରଧାରାକୁ ଯୋଡିଥାଏ। ସବୁ ଧର୍ମର ମୂଳ ମନ୍ତ୍ର ମନୁଷ୍ୟତ୍ବ। ଏହା ସମସ୍ତଙ୍କୁ ଯୋଡି ରଖିଥାଏ। ମୋଦି – ଶାହାଙ୍କୁ ଦିଗ୍‌ବିଜୟ ଟାର୍ଗେଟ୍‌ କରି କହିଛନ୍ତି ଯେ, ମୋଦି ଓ ଶାହା ଦୁଇଟି ଶରୀର ଗୋଟିଏ ଆତ୍ମା। ଏହି ଅବସରରେ ସଭରକରଙ୍କୁ ନେଇ କଂଗ୍ରେସ ସେବାଦଳର ବିବାଦୀୟ ପୁସ୍ତିକାକୁ ନେଇ ମତ ରଖି ଦିଗ୍‌ବିଜୟ କହିଛନ୍ତି ଯେ, ଏହା ବହୁ ପୂର୍ବରୁ ପ୍ରକାଶିତ ହୋଇଥିଲା, ସେତେବେଳେ ଏହାକୁ ନେଇ କେହି କିଛି କହିନଥିଲ । ଏବେ ଶୋଇକରି ଉଠିଲେ । ସିଏଏକୁ ନେଇ ଦିଗ୍‌ବିଜୟ କହିଛନ୍ତି ଯେ, ଏହାର କୌଣସି ଆବଶ୍ୟକତା ନାହିଁ। ଦେଶରେ ଧର୍ମର ରାଜନୀତି କରି ବିଭାଜନ କରିବାକୁ ପ୍ରଚେଷ୍ଟା ଚାଲିଛି। (ଏଜେନ୍ସି)

digvijayasingh RSS
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.