Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଡକରୀଙ୍କ ଗଡରେ ବିଜେପିକୁ ଝଟ୍‌କା : ଜିଲ୍ଲାପରିଷଦ ନିର୍ବାଚନରେ ବିଜେପିର ପରାଜୟ
ଆଜିର ଖବର

ଗଡକରୀଙ୍କ ଗଡରେ ବିଜେପିକୁ ଝଟ୍‌କା : ଜିଲ୍ଲାପରିଷଦ ନିର୍ବାଚନରେ ବିଜେପିର ପରାଜୟ

January 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
NEW DELHI, SEP 11 (UNI):- Nitin Gadkari, Union Minister for Road Transport and Highways, Shipping, Micro, Small and Medium Enterprises addressing at the launching the A Quiet Revolution Honda BSVI Two-Wheeler New Premium 'Activa 125, in New Delhi on Wednesday.UNI PHOTO-RK4U

ନାଗପୁର : ଭାରତୀୟ ଜନତା ଦଳ (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡକରୀଙ୍କ ଗଡ ନାଗପୁରରେ ଦଳକୁ କଡା ପରାଜୟ ମିଳିଛି। ନାଗପୁରର ଧୋପାବାଡାରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ମିଳିଛି। 31ଟି ଆସନ ଜିତି କଂଗ୍ରେସ ବିଜୟୀ ହୋଇଛି ।

ଖୋଦ୍‌ କେନ୍ଦ୍ର ମନ୍ତ୍ରୀ ନିତୀନ୍‌ ଗଡକାରୀଙ୍କ ଗ୍ରାମ ଧୋପ୍ପାଓ୍ବାଡା ନାଗପୁରରେ। ଏଠାରେ ନୀତିନ୍‌ଙ୍କୁ ମଜବୁତ୍‌ ସ୍ଥିତି ରହିଥିବାବେଳେ ବିଜେପିର ମଧ୍ୟ ସ୍ଥିତି ବେଶ୍‌ ସୁଦୃଢ ରହିଥିଲା। କିନ୍ତୁ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ବିଫଳ ହେବାକୁ ପଡିଛି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ଡୋଙ୍ଗରେ ବହୁମତ ପାଇଛନ୍ତି। ମହେନ୍ଦ୍ରଙ୍କୁ 9,444 ଭୋଟ୍‌ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ମୋମକୁବର୍‌ଙ୍କୁ ମାତ୍ର 5,501 ଭୋଟ୍‌ ମିଳିଛି। ଜିଲ୍ଲା ପରିଷଦର ଧୋପେବାଡା ଆସନ ତିନି ଥର ପାଇଁ ବିଜେପି କବ୍‌ଜାରେ ରହିଥିଲା। କିନ୍ତୁ ଚଳିତଥରା ଏହି ଆସନରେ ବାଜି ମାରିନେଇଯାଇଛି । ବିଜେପିର ସଂରକ୍ଷକ ଭୂମିକା ନିଭାଉଥିବା ତଥା ଆରଏସଏସ୍‌ର ସ୍ବୟଂସେବକସଂଘର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ନାଗପୁରଠାରେ ଅବସ୍ଥିତ। ଏପରି ସମୟରେ ଦଳର ଏହି ପରାଜୟକୁ ଏକ ବଡ ବିପର୍ଯ୍ୟୟ ଭାବେ ଦେଖାଯାଉଛି। (ଏଜେନ୍ସି)

BJP defeat nagpur
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.